ରୋଷେଇ ବେଳେ ଫାଟିଗଲା ଗ୍ୟାସ ଟାଙ୍କି
6/05/2018 at 7:59 AM

କଳାହାଣ୍ଡି ଜୟପାଟଣା ଝରିଗୁମା ଗାଁରେ ଅଘଟଣ | ଗ୍ୟାସ ଟାଙ୍କିରେ ଲାଗିଲା ନିଆଁ | ରୋଷେଇ କରୁଥିବା ବେଳେ ଗ୍ୟାସ ଟାଙ୍କି ଫାଟି ନିଆଁ ଲାଗିଯାଇଥିଲା | ତେବେ ପରିବାରର ସମସ୍ତେ ଘରୁ ବାହାରକୁ ପଳାଇ ଆସିବାରୁ ଅଳ୍ପକେ ବର୍ତ୍ତୀ ଯାଇଛନ୍ତି | ଟାଙ୍କି ଫାଟି ଘରର ସମସ୍ତ ଆସବାବ ପତ୍ର ପୋଡି ପାଉଁଶ ହୋଇଯାଇଛି |
Related Posts
ଗୁରୁବାର ମହାପ୍ରଭୁଙ୍କ ବନକଲାଗି ନୀତି, ବନ୍ଦ ରହିବ ସର୍ବସାଧାରଣ ଦର୍ଶନ
5 October 2023