ମାଛକୁଣ୍ଡ ପୋଲିସକୁ ସଫଳତା, ୧୨୩ କେଜି ଗଞ୍ଜେଇ ଜବତ
24/01/2023 at 11:38 AM

ଲମତାପୁଟ ୨୪/୦୧: ମାଛକୁଣ୍ଡ ପୋଲିସକୁ ପୁଣି ବଡ଼ ସଫଳତା । ଗଛିତ ରଖାଯାଇଥିବା ୧୨୩ କେଜି ଗଞ୍ଜେଇ ଜବତ କରିଛି ଲମତାପୁଟ ଏବଂ ମାଛକୁଣ୍ଡ ପୋଲିସ ।
ବିଶେଷ ସୂତ୍ରରୁ ଖବର ପାଇ ବାଲେଲ ଗ୍ରାମରେ ତ୍ରିନାଥ ଖରାଙ୍କ ଘରେ ସ୍ଥାନୀୟ ମାଜିଷ୍ଟ୍ରେଟ୍ଙ୍କ ଉପସ୍ଥିତରେ ଘର ଚାବି ଭାଙ୍ଗି ଘରକୁ ଯାଞ୍ଚ କରିବା ବେଳେ ୫ଟି ବସ୍ତାରେ ଗଞ୍ଜେଇ ଥିବା ଜାଣିବାକୁ ମିଳିଥିଲା । ଘଟଣା ସ୍ଥଳରୁ ତ୍ରିନାଥ ଫେରାର ହୋଇଯାଇଥିବା ବେଳେ ଗଞ୍ଜେଇ ଜବତ କରିଛି ପୋଲିସ । ଏହାର ମୂଲ୍ୟ ପ୍ରାୟ ୧୨ ଲକ୍ଷ ଟଙ୍କା ହେବ ବୋଲି ପୋଲିସ ସୂଚନା ଦେଇ
Related Posts
ପବିତ୍ର ଶ୍ରୀପଞ୍ଚମୀରେ ପୁରୀରେ ରଥକାଠ ଅନୁକୂଳ
26 January 2023