Retail icon award
Retail icon award
728*90
728*90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

କାର୍‌ରୁ ବିପୁଳ ପରିମାଣର ଗଞ୍ଜେଇ ଜବତ, ୩ ମାଫିଆ ଗିରଫ

1/06/2023 at 8:48 AM

ବାଲିଗୁଡା ୦୧/୦୬: କାର ସହ ଗଂଜେଇ ଜବତ ତିନି ଗିରଫ । ୩ ଅନ୍ତଃ ରାଜ୍ୟ ଗଂଜେଇ ମାଫିଆଙ୍କୁ ଗିରଫ କରିଛି ପୋଲିସ । ଏମାନେ ହେଲେ ଗଞ୍ଜାମ ଅଞ୍ଚଳର ଖାଣ୍ଡୁ ପ୍ରଧାନ, ରଞ୍ଜନ ମହାରଣା ଏବଂ କନ୍ଧମାଳ ଜିଲ୍ଲା କ. ନୂଆଗାଁ ଅଞ୍ଚଳ ର ବାଲ୍ମୀକି ପ୍ରଧାନ ।

ସୂଚନା ଥାଉକି, ବିଳମ୍ୱିତ ରାତିରେ ପୋଲିସର ପାଟ୍ରୋଲିଂ ଚାଲିଥିଲା । ପୂର୍ବ ସୂଚନା ଅନୁଯାୟୀ ବାଦେକେତା ନିକଟରୁ ସୁଇପ ଡିଜାଇର କାର୍‌ରେ ୨୬ କିଲୋଗ୍ରାମ ପାଞ୍ଚସହ ଗ୍ରାମ ଗଂଜେଇ ଜବତ କରିଛି ପୋଲିସ । ତେବେ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ଏହାସହ ବାଲିଗୁଡା ଥାନାରେ ଏନ. ଡି. ପି. ଏସ ଆକ୍ଟ ରେ ମାମଲା ରୁଜୁ ହୋଇଥିବା କହିଛନ୍ତି ଥାନା ଅଧିକାରୀ ବାବା ଶଙ୍କର ସରାଫ l

   Related Posts