LIFESTYLE
suno sunao
Aao Nxt
LIFESTYLE_728X90
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

୩ କୋଟିରୁ ଅଧିକ ଟଙ୍କାର ଗଞ୍ଜେଇ ଜବତ, ଧରାପଡିଲେନି ବେପାରୀ

27/03/2023 at 1:10 PM

ଚିତ୍ରକୋଣ୍ଡା ୨୭।୩: ଚିତ୍ରକୋଣ୍ଡା ପୋଲିସକୁ ମିଳିଛି ବଡ଼ ସଫଳତା । ୩ କୋଟିରୁ ଅଧିକ ଟଙ୍କାର ଗଞ୍ଜେଇ ଜବତ ହୋଇଛି ।  ୩ ଟନ୍ ୩ କୁଇଣ୍ଟାଲ ଗଞ୍ଜେଇ ଜବତ କରିଛି ଚିତ୍ରକୋଣ୍ଡା ପୋଲିସ ।

ସୂଚନାଯୋଗ୍ୟ ଯେ, ବାହାର ରାଜ୍ୟକୁ ଚାଲାଣ ପାଇଁ ଜଙ୍ଗଲ ମଧ୍ୟରେ ରଖାଯାଇଥିବା ବେଳେ ମାଡି ବସିଲା ପୋଲିସ । ନାକାମାମୁଡି ପଞ୍ଚାୟତ ଅନ୍ତର୍ଗତ ଡାଇକ – ୩ ଜଙ୍ଗଲରୁ ୧୩୨ ବସ୍ତା ଗଞ୍ଜେଇ ଜବତ କରିଯାଇଛି । ଯାହାର ଆନୁମାନିକ ମୂଲ୍ୟ ୩ କୋଟି ୩୦ ଲକ୍ଷ ଟଙ୍କା ହେବ । ବିଶେଷ ସୂତ୍ରରୁ ଖବର ପାଇ ଘଟଣାସ୍ଥଳରେ ସ୍ଥାନୀୟ ଏସ୍.ଡି.ପି.ଓ. ଓ ଚିତ୍ରକୋଣ୍ଡା ଥାନା ଅଧିକାରୀ ପହଞ୍ଚି ଗଞ୍ଜେଇ ବସ୍ତା ଜବତ କରିଥିବା ବେଳେ ଗଞ୍ଜେଇ ବେପାରୀ ଧରାପଡ଼ିନଥିବା ପୋଲିସ ସୂଚନା ଦେଇଛି ।

   Related Posts