AKK 2023
Hari omm 2
AKK2023
hari om films
WEB_F-8
HARI-OMM_728X90_B
WEB_F-9
Showcase2022
hari om films
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଝାରସୁଗୁଡାରେ କ୍ରାଇମବ୍ରାଞ୍ଚ ତନାଘନା, ଗୁଳିମାଡ଼ ସ୍ଥାନରେ ମେଟାଲ ଡିଟେକ୍ଟର ଯାଞ୍ଚ
  • ||
  • କଟକ: ସବ ରେଜିଷ୍ଟ୍ରାର ଅଫିସରେ ଅଗ୍ନିକାଣ୍ଡ, ରେକର୍ଡ ରୁମ୍‌ରେ ଲାଗିଲା ନିଆଁ
  • ||
  • ଭୁବନେଶ୍ୱର: ଜେଲ୍‌ରେ ପରୀକ୍ଷା ଦେବେ ଅର୍ଚ୍ଚନା, ଅନୁମତି ଦେଇଥିଲେ କୋର୍ଟ
  • ||

କାର୍‌ରୁ ବିପୁଳ ପରିମାଣର ଗଞ୍ଜେଇ ଜବତ, ଡ୍ରାଇଭର ଗିରଫ

24/08/2022 at 4:23 PM

ଗଜପତି ୨୪।୮: ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ଅବକାରୀ ପୋଲିସ ଦ୍ବାରା ୮୪ କିଲୋ ଗଞ୍ଜେଇ ଜବତ ହୋଇଛି । ପାଟ୍ରୋଲିଂ ସମୟରେ ମାର୍ଲବା ଘାଟିରେ ଏକ କାରରୁ ବିପୁଳ ପରିମାଣର ଗଞ୍ଜେଇ ମିଳିଥିଲା । ଗାଡ଼ି ଡ଼୍ରାଇଭରକୁ ଅବକାରୀ ପୋଲିସ ଗିରଫ କରିଛି । ଚନ୍ଦ୍ରଗିରି ଅଞ୍ଚଳରୁ ପଶ୍ଚିମବଙ୍ଗ ଯାଉଥିବା ବେଳେ ଖବର ପାଇ ଅବକାରୀ ଟିମ୍ ବିଭିନ୍ନ ସ୍ଥାନରେ ତନଖି ଜାରି ରଖିଥିଲେ । ସେହି ସମୟରେ ମାର୍ଲବା ଘାଟିରେ ପଶ୍ଚିମବଙ୍ଗ ରେଜିଷ୍ଟ୍ରେସନଧାରୀ ଏକ କାରକୁ ଅଟକାଇଥିଲେ । ଗଞ୍ଜେଇ ସହ ଗାଡ଼ିର ଡ଼୍ରାଇଭର ଚନ୍ଦନ ଲାଲ ସ୍ବାଲସିଂକୁ ଅବକାରୀ ଟିମ୍ ଗିରଫ କରିଛି । ଜବତ ହୋଇଥିବା ଗଞ୍ଜେଇର ଆନୁମାନିକ ବଜାର ଦର ୪ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବ ହେବ ବୋଲି ଜଣାପଡିଛି ।

   Related Posts