oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

୪୫୦ କେଜିର ଗଞ୍ଜେଇ ଜବତ, ୨ ଗିରଫ

23/12/2021 at 2:07 PM

କୋରାପୁଚ, ୨୩/୧୨:   : କୋରାପୁଟ ଜିଲ୍ଲା  ସେମିଲିଗୁଡା ପୋଲିସ ପଞ୍ଜାରେ ଗଞ୍ଜେଇ ଚୋରାଚାଲାଣକାରୀ। ମାଫିଆଙ୍କଠୁ ୪୫୦ କିଲୋ ଗଞ୍ଜେଇ ଜବତ ହେବାସହ ଦୁଇଜଣଙ୍କୁ  ଗିରଫ କରାଯାଇଛି ।

ସୂଚନାନୁସାରେ, ଗୁରୁବାର ଏକ କଣ୍ଟେନରରେ ଗଞ୍ଜେଇ ଚୋରାଚାଲାଣ ହେଉଥିଲା । ଏହି ସମୟରେ ପୋଲିସ ଚଢଉ କରିଥିଲା । ଜାତୀୟ ରାଜପଥ ଏନ‌ଏଚ ୨୬ରେ ଗାଡ଼ି ଯାଞ୍ଚ ବେଳେ ପୋଲିସ ଗଞ୍ଜେଇ ଜବତ କରିଥିଲା ।

ତେବେ ଜବତ ଗଞ୍ଜେଇର ଆନୁମାନିକ ମୁଲ୍ୟ ୪୫ ଲକ୍ଷ ଟଙ୍କା ହେବ ବୋଲି ଜଣାପଡିଛି । ଏସବୁକୁ କୋରାପୁଟ ଜିଲ୍ଲା କୁନ୍ଦୁଲି ଅଞ୍ଚଳରୁ ଉତ୍ତରପ୍ରଦେଶ ଚାଲାଣ ହେଉଥିଲା ବୋଲି ସେମିଲିଗୁଡା ଥାନାଧିକାରୀ ସୁଚନା ଦେଇଛନ୍ତି।  

   Related Posts