ପୂର୍ବଶତ୍ରୁତାକୁ ନେଇ ଯୁବକଙ୍କୁ ହତ୍ୟାକାଣ୍ଡ !

Published By : Prameya-News7 Bureau | May 03, 2020 IST

ସାନଖେମୁଣ୍ଡି ୦୩।୦୪: ଗଞ୍ଜାମ ଜିଲ୍ଲା ଶେରଗଡ ଥାନା ଗୋଠଙ୍ଗା ଗାଁ ନିକଟରେ ହତ୍ୟାକାଣ୍ଡ ।  ଜଣେ ଯୁବକଙ୍କ ହତ୍ୟା କରାଯାଇଛି । ପୂର୍ବଶତ୍ରୁତାକୁ ନେଇ ଯୁବକକୁ ହତ୍ୟାକାଣ୍ଡ କରାଯାଇଥିବା ସୂଚନା ମିଳିଛି । ମୃତକ ଅକୁର ନାହାକ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ସୂଚନାଯୋଗ୍ୟ ଯେ, ଗାଁ ନିକଟରେ ଆଜି ମୃତଦେହ ପଡିଥିବାର ସ୍ଥାନୀୟଲୋକ ଦେଖିବାକୁ ପାଇଥିଲେ । ସ୍ଥାନୀୟଲୋକେ ମୃତଦେହ ପଡିଥିବାର ଦେଖି ପୋଲିସକୁ ଖବର ଦେଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ଛାନ୍‌ଭିନ୍‌ ଜାରି ରଖିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.