ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ମୁଢି ବସ୍ତାରେ ଗଞ୍ଜେଇ ଚାଲାଣ, ୧ କ୍ବିଣ୍ଟାଲ ଗଞ୍ଜେଇ ଜବତ, ୨ ଗିରଫ

21/12/2021 at 5:28 PM

ଭୁବନେଶ୍ବର ୨୧।୧୨: ରାଜଧାନୀରେ ଅଭିନବ ଉପାୟରେ ଗଞ୍ଜେଇ ଚାଲାଣ । ମୁଢି କହି ଖସିବାକୁ ଉଦ୍ୟମ ବେଳେ ଧରାପଡିଲେ ଗଞ୍ଜେଇ ବେପାରୀ । ୧ କ୍ବିଣ୍ଟାଲ ଗଞ୍ଜେଇ ଜବତ କଲା କମିଶନରେଟ୍ ପୋଲିସ । ଚାଲାଣ କରୁଥିବା ଦୁଇ ଗଞ୍ଜେଇ ବେପାରୀଙ୍କୁ ଗିରଫ କଲା ପୋଲିସ। ବାଇକ ଜବତ ସହ ଗଞ୍ଜେଇ ବୋଝେଇ ବସ୍ତା ଜବତ । ଜବତ ଗଞ୍ଜେର ଆନୁମାନିକ ମୂଲ୍ୟ ୧୦ ଲକ୍ଷ ଟଙ୍କା ହେବ ବୋଲି ସୂଚନା ମିଳିଛି । ଦୁଇ ଜଣ ଓଡିଆ ଗଞ୍ଜେଇ ବେପରୀ ବୋଲି ଜଣାପଡିଛି ।

   Related Posts