oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୨୦୬ କୋଭିଡ୍ ପଜିଟିଭ୍
  • ||
  • ପିଏଫଆଇ ଉପରେ ଲାଗିଲା ୫ ବର୍ଷ ପାଇଁ ପ୍ରତିବନ୍ଧକ, ଆତଙ୍କବାଦୀ କାର୍ଯ୍ୟକଳାପ ନେଇ କାର୍ଯ୍ୟାନୁଷ୍ଠାନ
  • ||
  • ଯାଜପୁର: ମାଆ ବିରଜାଙ୍କ ପୀଠରେ ଚାଲିଛି ନବଦିନାତ୍ମକ ପୂଜା, ସନ୍ଧ୍ୟାରେ ରଥଟଣା
  • ||
  • ଜଗତସିଂହପୁର: ନବରାତ୍ରର ତୃତୀୟ ଦିନ, ମନ୍ତ୍ରଧ୍ୱନୀ ଓ ଚଣ୍ଡୀପାଠରେ କମ୍ପୁଛି ଝଙ୍କଡ଼ ପୀଠ
  • ||
  • କଟକ : କଟକ ସହରରେ ପଶିଲେ ୩ ହାତୀ, ଆକ୍ରମଣରେ ୨ ମୃତ
  • ||

ଧରାପଡିଲା ଚୋରା କାରବାର : ଓଡିଶାରୁ ବିହାରକୁ ଚୋରାଚାଲାଣ ବେଳେ ଚଢାଉ, ୨୦ଲକ୍ଷରୁ ଅଧିକ ଅଧିକ ଟଙ୍କାର ଗଞ୍ଜେଇ ଜବତ

25/07/2020 at 9:13 AM

ଲମତାପୁଟ ୨୫।୦୭: ଚାରିଆଡେ କରୋନା ଜନିତ ଲକ୍‌ଡାଉନ୍‌ ଓ କଟକଣା ଜାରି ରହିଛି । କିନ୍ତୁ ଏହି ସମୟରେ ଚୋରା କାରବାର ବଢିବାରେ ଲାଗିଛି । ପୋଲିସ ଆଖିରେ ଧୂଳି ଦେଇ ଚୋରା କାରବାର ଚାଲିଛି । ତେବେ ଓଡ଼ିଶାରୁ ବିହାର ଚାଲାଣ ବେଳେ ଗଞ୍ଜେଇ ଜବତ ସହ ୩ ମାଫିଆ ଅଟକ ରହିଛନ୍ତି ।

କୋରାପୁଟ ଜିଲ୍ଲା ଜଲାପୁଟ ଅଞ୍ଚଳରୁ ବିହାର ଚାଲାଣ ବେଳେ ଲମତାପୁଟ ପୋଲିସ ହାତରେ ଧରା ପଡିଛନ୍ତି ୩ ଜଣ ବ୍ୟକ୍ତି । ସ୍ଥାନୀୟ ଶଗର ଛକ ନିକଟରେ ପୋଲିସ ପାଟ୍ରୋଲିଂ କରୁଥିଲା । ସେହି ସମୟରେ ୨ଟି କାରରୁ ପ୍ରାୟ ଦେଢ଼ କୁଇଣ୍ଟାଲ ଗଞ୍ଜେଇ ଜବତ କରିଛି । ଜବତ ଗଞ୍ଜେଇର ମୂଲ୍ୟ ପ୍ରାୟ ୨୦ ଲକ୍ଷ ଟଙ୍କା ହେବ । ଜଲାପୁଟ ଅଞ୍ଚଳରୁ ଏହି ଗଞ୍ଜେଇ ବିହାରକୁ ଚାଲାଣ ହେଉଥିବା ଜଣାପଡିଛି ।

   Related Posts