ଗଞ୍ଜେଇ ଚାଲାଣ ବେଳେ ଧରିଲା ପୋଲିସ, ୨ କୋଟି ୩୦ ଲକ୍ଷ ଟଙ୍କା ଗଞ୍ଜେଇ ଜବତ

ବୌଦ୍ଧ ୨।୬: ଅପରେସନ୍ ଗ୍ରୀନ୍ କ୍ଲିନରେ ବୌଦ୍ଧ ଜିଲ୍ଲା ପୋଲିସକୁ ପୁଣି ଏକ ବଡ଼ ସଫଳତା । ଶଗଡା ଫାଣ୍ଡି ଅନ୍ତର୍ଗତ ବାଡେ ପଙ୍ଗା ଜଙ୍ଗଲରେ ଚଢ଼ାଉ କରି ୨୩ କ୍ବିଣ୍ଟାଲ ଗଞ୍ଜେଇ ଜବତ କଲା ମନମୁଣ୍ଡା ପୋଲିସ । ଏତେ ପରିମାଣର ଗଞ୍ଜେଇ ରାଜ୍ୟ ବାହାରକୁ ଚୋରା ଚାଲାଣ କରାଯିବା ପାଇଁ ଗଚ୍ଛିତ ରଖାଯାଇଥିବା ନେଇ ପୋଲିସ ସୂଚନା ଦେଇଛି । ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୨ କୋଟି ୩୦ ଲକ୍ଷ ଟଙ୍କା ସୂଚନା … Continue reading ଗଞ୍ଜେଇ ଚାଲାଣ ବେଳେ ଧରିଲା ପୋଲିସ, ୨ କୋଟି ୩୦ ଲକ୍ଷ ଟଙ୍କା ଗଞ୍ଜେଇ ଜବତ