ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଚାନ୍ଦବାଲି: କଇଥଖୋଲା ବଜାରରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ୧୦ରୁ ଅଧିକ ଦୋକାନ
  • ||
  • ବ୍ରହ୍ମପୁରରେ ପୁଣି ରାଗିଂ ଅଭିଯୋଗ, ଘରୋଇ ସ୍କୁଲରେ ଜୁନିୟରଙ୍କୁ ପିଟିଲେ ସିନିୟର
  • ||
  • ଭୁବନେଶ୍ୱର: ଗୁମର ଖୋଲିଛି ଶ୍ରଦ୍ଧାଞ୍ଜଳୀ, ଇଡି ହାତରେ ଲାଗିଛି ବିସ୍ଫୋରକ ତଥ୍ୟ
  • ||
  • ଚାନ୍ଦବାଲି: କଇଥଖୋଲା ବଜାରରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ୧୦ରୁ ଅଧିକ ଦୋକାନ
  • ||

ଭୁବନେଶ୍ୱରରୁ ମିଳିଲା ବିପୁଳ ପରିମାଣର ଗଞ୍ଜେଇ, ତିନି ଗିରଫ

19/11/2022 at 2:18 PM

ଭୁବନେଶ୍ୱର ୧୯।୧୦ : ରାଜଧାନୀରେ ଥମୁନି ନୀଳଜହର କାରବାର । ପୁଣିଥରେ ମିଳିଲା ବିପୁଳ ପରିମାଣର ଗଞ୍ଜେଇ । ଭୁବନେଶ୍ୱର କେସୁରା ପଟୁ ଦୟା ନଦୀ ବନ୍ଧରୁ ଏହି ସବୁ ଗଞ୍ଜେଇକୁ ଜବତ କରିଛି ପୋଲିସ । ଏହାସହିତ ୩ଜଣଙ୍କୁ ଗିରଫ ମଧ୍ୟ କରିଛି ଧଉଳି ଥାନା ପୋଲିସ ।

ଖବର ଅନୁଯାୟୀ, କୌଣସି ସୁତ୍ରରୁ ଖବର ପାଇ  ଧଉଳି ଥାନା ପୋଲିସ କେସୁରା ପଟୁ ଦୟା ନଦୀ ବନ୍ଧରେ ଛକି ବସିଥିଲା । ଏହି ସମୟରେ ଏକ କାର୍‌ ଯୋଗେ ତିନି ଜଣ ଆସୁଥିବା ବେଳେ ମାଡି ବସିଲା ପୋଲିସ । ସେମାନଙ୍କ ନିକଟରୁ ପ୍ରାୟ ୪୨ କେଜିର ଗଞ୍ଜେଇ ଜବତ ହୋଇଛି । ଗିରଫ ହୋଇଥିବା ତିନି ଜଣଙ୍କଠାରୁ କାର୍‌ ଓ ଗୋଟିଏ ମୋବାଇଲ ମଧ୍ୟ ମିଳିଛି । ତେବେ ଏହି ଗଞ୍ଜେଇ କାରବାରରେ ଆଉ କିଏ କିଏ ସାମିଲ ଅଛନ୍ତି । ସେନେଇ ଖୋଲତାଡ଼ କରୁଛି ପୋଲିସ ।

   Related Posts