ପୋଲିସ ଓ ଅବକାରୀ ବିଭାଗର ମିଳିତ ଚଢାଉ ; ଲକ୍ଷାଧିକ ଟଙ୍କାର ଗଞ୍ଜେଇ ଗଛ ନଷ୍ଟ
16/01/2019 at 8:02 AM

ଗଞ୍ଜାମ ୧୬|୧: ଗଞ୍ଜାମ ଜିଲ୍ଲା ବଡଗଡ ଥାନା ଅନ୍ତର୍ଗତ ଗୌଡଗୋଠ ପଂଚାୟତର ବିଭିନ୍ନ ସ୍ଥାନରେ ପୋଲିସ ଏବଂ ସୋରଡା ଅବକାରୀ ବିଭାଗର ମିଳିତ ଚଢ଼ାଉ । ଚଢାଉ ବେଳେ ପ୍ରାୟ ୪୫ଲକ୍ଷ ଟଙ୍କାର ଗଞ୍ଜେଇ ଗଛ ନଷ୍ଟ କରିଛନ୍ତି । ଏହା ପାହାଡିଆ ଅଞ୍ଚଳ ଓ ମାଓ ଅଧ୍ୟୁଷିତ ଯୋଗୁଁ ଏଠାରେ ପୋଲିସ ପହଂଚି ପାରୁନଥିଲା । ତେବେ ଗତକାଲି ଏହି ଅଞ୍ଚଳରେ ଚଢ଼ାଉ କରି ଗଞ୍ଜେଇ ଗଛ ନଷ୍ଟ କରାଯାଇଛି ।
Related Posts
ହାତୀ ମୃତଦେହ ମିଳିବା ଘଟଣା, ୪ ଶିକାରୀ ଗିରଫ
29 January 2023