ବାଣୀବିହାରରେ ପୁଣି ଉତ୍ତେଜନା, ୨ ଛାତ୍ର ଗୋଷ୍ଠୀ ଓ ପୋଲିସ ମଧ୍ୟରେ ସଂଘର୍ଷ
25/09/2018 at 3:10 AM

ଭୁବନେଶ୍ୱର ୨୪/୯: ବାଣୀବିହାରରେ ପୁଣି ଉତ୍ତେଜନା । ୨ ଛାତ୍ର ଗୋଷ୍ଠୀ ଓ ପୋଲିସ ମଧ୍ୟରେ ସଂଘର୍ଷ । ୨ ଛାତ୍ର ଅଟକ । ବାଣୀବିହାରରେ ଫାର୍ମାସୀ ଛାତ୍ର ମାନେ ଆନ୍ଦୋଳନ କରୁଥିବା ବେଳେ ସେମାନଙ୍କୁ ପୋଲିସ ଓ ଅନ୍ୟ ଏକ ଛାତ୍ର ଗୋଷ୍ଠୀ ବିରୋଧ କରିଛିଲେ । ଫଳରେ ୨ ଛାତ୍ରଗୋଷ୍ଠୀ ଓ ପୋଲିସ ମଧ୍ୟରେ ଠେଲାପେଲା ଓ ମାରପିଟ ହୋଇଥିଲା । ମାମଲାରେ ପୋଲିସ ୨ଜଣ ଛାତ୍ରଙ୍କୁ ଅଟକ ରଖି ପଚରା ଉଚରା ଜାରି ରିଖିଛି ।
Related Posts
ଗୃହରେ ସ୍ପଷ୍ଟ କଲେ ନବୀନ, କହିଲେ- ଶ୍ରଦ୍ଧା ମୋର ଫିଜିଓ ଥେରାପିଷ୍ଟ
3 October 2023