oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଦେଖନ୍ତୁ ଫଟୋ : ଗଣେଶ ପୂଜାରେ ଅମୃତ ଭଣ୍ଡାରୁ ବାହାରିଲା ଗଣେଶଙ୍କ ପ୍ରତିକୃତି

5/09/2019 at 10:44 PM

ବରଗଡ ୫।୯ -ବିଘ୍ନ ବନାଶକ ଶ୍ରୀ ଗଣେଶ ଙ୍କ ପୂଜା ଚାଳିଥିବା  ବଳେ ବରଗଡ ତଳିପଡା ସ୍ଥିତ ଜ୍ୟୋତି ବର୍ମ। ଙ୍କ ଘରେ ଏକ ଅଭାବନୀୟଦୃଶ୍ୟ ଦେଖିବାକୁ ମିଳି ଥିଲା । ଘରେ ଗଣେଶ ପୂଜା କରୁଥିବା ବଳେ ଘରେ ଥିବା ପନିପରିବା କୁ ରାନ୍ଧିବା ପାଇଁ କାଟୁ ଥିବା ବଳେ ଅମୃତଭଣ୍ଡାରୁ ଗଣେଶ ଙ୍କ ଭଳି ଦେଖାଯାଉଥିବା  ପ୍ରତିକୃତି ଦେଖିବାକୁ ମିଳିଥିଲା  । ପରେ ଘର ପାଖର ଥିବା ପୋଡଶୀଙ୍କୁ ଏହାଦେଖାଇ ଥିଲେ ।

 ସମସ୍ତେ ଏହା ଗଣେଶ ମହାପ୍ରଭୂ ବୋଲି କହିବା ସହ ଘରେ କରୁଥିବା ଗଣେଶଙ୍କ ପୂଜା ସ୍ଥାନରେ ରଖିଥିଲେ । ଅମୃତ ଭଣ୍ଡାରୁ ଗଣେଶ ବାହାରି ଥିବା ଚର୍ଚ୍ଚ। ହେବା ପରେ ଦେଖିବାକୁ ଭକ୍ତ ଙ୍କ ସୁଅ ଛୁଟି ଥିଲା । ଭକ୍ତିରେ ହାତ ଯୋଡି ଦର୍ଶନ କରୁଥବା ବଳେ ଆଉ କିଏ ମୋବାଇଲରେ ଫୋଟୋ ନେଉଥିବା ଦେଖିବାକୁ ମିଳି ଥିଲା ।

   Related Posts