ବରଗଡ ୫।୯ -ବିଘ୍ନ ବନାଶକ ଶ୍ରୀ ଗଣେଶ ଙ୍କ ପୂଜା ଚାଳିଥିବା ବଳେ ବରଗଡ ତଳିପଡା ସ୍ଥିତ ଜ୍ୟୋତି ବର୍ମ। ଙ୍କ ଘରେ ଏକ ଅଭାବନୀୟଦୃଶ୍ୟ ଦେଖିବାକୁ ମିଳି ଥିଲା । ଘରେ ଗଣେଶ ପୂଜା କରୁଥିବା ବଳେ ଘରେ ଥିବା ପନିପରିବା କୁ ରାନ୍ଧିବା ପାଇଁ କାଟୁ ଥିବା ବଳେ ଅମୃତଭଣ୍ଡାରୁ ଗଣେଶ ଙ୍କ ଭଳି ଦେଖାଯାଉଥିବା ପ୍ରତିକୃତି ଦେଖିବାକୁ ମିଳିଥିଲା । ପରେ ଘର ପାଖର ଥିବା ପୋଡଶୀଙ୍କୁ ଏହାଦେଖାଇ ଥିଲେ ।
{"id":153698}ସମସ୍ତେ ଏହା ଗଣେଶ ମହାପ୍ରଭୂ ବୋଲି କହିବା ସହ ଘରେ କରୁଥିବା ଗଣେଶଙ୍କ ପୂଜା ସ୍ଥାନରେ ରଖିଥିଲେ । ଅମୃତ ଭଣ୍ଡାରୁ ଗଣେଶ ବାହାରି ଥିବା ଚର୍ଚ୍ଚ। ହେବା ପରେ ଦେଖିବାକୁ ଭକ୍ତ ଙ୍କ ସୁଅ ଛୁଟି ଥିଲା । ଭକ୍ତିରେ ହାତ ଯୋଡି ଦର୍ଶନ କରୁଥବା ବଳେ ଆଉ କିଏ ମୋବାଇଲରେ ଫୋଟୋ ନେଉଥିବା ଦେଖିବାକୁ ମିଳି ଥିଲା ।
{"id":153697}