ଜାତିର ପିତାଙ୍କୁ ଅସମ୍ମାନ, ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ଭାଙ୍ଗିଲେ ଦୁର୍ବୃତ୍ତ

Published By : Prameya-News7 Bureau | January 28, 2022 IST

ମାର୍ଶାଘାଇ ୨୮/୦୧: କେନ୍ଦ୍ରାପଡା ଜିଲ୍ଲା ମାର୍ଶାଘାଇ ବ୍ଲକ ପକ୍ଷ୍ୟଟ ନିମ୍ନ ମୌଳିକ ବିଦ୍ୟାଳୟ ପରିସରରେ ଥିବା ଜାତୀୟ ପିତା ମହାତ୍ମା ଗାନ୍ଧୀଙ୍କୁ ଅସମ୍ମାନ । ଅର୍ଥାତ୍ ଏଠାରେ ମହାତ୍ମାଙ୍କ ପ୍ରତିମୂର୍ତ୍ତି କେହି ଦୃବୁତ୍ତ ଭାଙ୍ଗି ଦେଇଥିବାର ଅଭିଯୋଗ ହୋଇଛି । ସୂଚନା ଥାଉକି, ଦୁଇ ବର୍ଷ ହେବ ଏହି ସ୍କୁଲକୁ ବନ୍ଦ କରାଯାଇ ମଧୁସୂଦନ ବାଳକ ବିଦ୍ୟାଳୟରେ ମିଶାଇ ଦିଆଯାଇଛି । ଏହି ପରିସରରେ ଏବେ ଅଙ୍ଗନବାଡ଼ି କେନ୍ଦ୍ର ଚାଲୁଛି । ଯାହା ଫଳରେ ଗ୍ରାମବାସୀ ଏହି ଘଟଣାକୁ ଗୁରୁତ୍ୱ ଦେଇନଥିବାରୁ ଏପରି ଘଟିଥିବା ଅନୁମାନ କରାଯାଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.