ଗଜପତିର ଗଙ୍ଗାବାଡ଼ ପଞ୍ଚାୟତରେ ପାହାଡ଼ ଧସିବା ଘଟଣାରେ ମୃତ୍ୟୁ ସଂଖ୍ୟା ୧୫କୁ ବୃଦ୍ଧି

Published By : Prameya-News7 Bureau | October 14, 2018 IST

ଗଜପତି ୧୪/୧୦ : ତିତିଲି ବାତ୍ୟାରେ ଗଜପତି ଜିଲ୍ଲା ବାରଘରରେ ପାହାଡ ଧସିବା ଘଟଣାରେ ମୃତ୍ୟୁ ସଂଖ୍ୟା ୧୫କୁ ବୃଦ୍ଧି ପାଇଛି | ଗତକାଲି ରାତିରେ ଆଉ ୨ ଜଣଙ୍କ ମୃତଦେହ ଠାବ ହୋଇଛି | ତେବେ ଠାବ ହୋଇଥିବା ମୃତକଙ୍କ ପରିଚୟ ମିଳିପାରିନାହିଁ | ଘଟଣାର ଆଉ ୩ ଜଣ ନିଖୋଜ ଥିବା ଜଣାପଡିଛି | ପାରଳାଖେମୁଣ୍ଡି ଏସ୍ଡିପିଓ ଠାକୁର ପ୍ରସାଦ ସୂଚନା ଦେଇଛନ୍ତି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.