ଭିଜିଲାନ୍ସ ଜାଲରେ ଗଜପତି ବିଇଓ କିରାଣୀ
26/10/2018 at 4:20 PM

ଗଜପତି ୨୬/୧୦ : ଭିଜିଲାନ୍ସ ଜାଲରେ ଧରାପଡ଼ିଲେ କିରାଣୀ | ଗଜପତି ଜିଲ୍ଲା ବିଇଓ କାର୍ଯ୍ୟାଳୟର କିରାଣୀ ସୁରେନ୍ଦ୍ର ମହାକୁଡ଼ଙ୍କୁ ପାରଳାଖେମୁଣ୍ଡି ଭିଜିଲାନ୍ସ କାବୁ କରିଛି | ପେନସନ କରେଇଦେବାକୁ କହି ୧୦ ହଜାର ଟଙ୍କା ଲଂଚ ନେଉଥିବା ବେଳେ ଆଜି ଭିଜିଲାନ୍ସ ତାଙ୍କୁ ଧରିଛି | ଶ୍ୟାମ ସୁନ୍ଦର ପଟ୍ଟନାୟକଙ୍କ ଠାରୁ ଲଂଚ ନେଉଥିଲେ କିରାଣୀ ସୁରେନ୍ଦ୍ର ମହାକୁଡ଼ |
Related Posts
ମହୁମାଛି ଆକ୍ରମଣରେ ୧୫ରୁ ଅଧିକ ଆହତ, ଜାବନ ବଞ୍ଚାଇବାକୁ ଦୌଡିଲେ ଲୋକେ
8 February 2023
ଓଡ଼ିଶା ଆସିବେ ଅମିତ୍ ଶାହା, ବୁଥ ସ୍ତରୀୟ କାର୍ଯ୍ୟକ୍ରମରେ ଯୋଗଦେବେ
8 February 2023
ଆସୁଛନ୍ତି ରାଷ୍ଟ୍ରପତି, ମୁତୟନ ହେବେ ୪୦ ପ୍ଲାଟୁନ୍ ପୋଲିସ ଫୋର୍ସ
8 February 2023
କମୁଛି ଶୀତ, ବଢୁଛି ତାତି: ଟ୍ୱିନସିଟିରେ ପାରଦ ଉପରମୁହାଁ
8 February 2023