ନୂଆଦିଲ୍ଲୀ: ଶନିବାର ଠାରୁ ଦିଲ୍ଲୀରେ ଜି-୨୦ ମହା-ସମ୍ମିଳନୀ । ଶିଖର ସମ୍ମିଳନୀ ପାଇଁ ସଜେଇ ହୋଇଛି ରାଜଧାନୀ । ଜି-୨୦ ମିଟିଂ ପାଇଁ ଦିଲ୍ଲୀରେ ଅଭେଦ୍ୟ ସୁରକ୍ଷା ବ୍ୟବସ୍ଥା ହୋଇଛି । ଶୁକ୍ରବାର ଠାରୁ ବିଶ୍ବ ନେତାଙ୍କୁ ଭାରତ ଆଗନମ ହେବ । ଶନିବାରଠୁ ଆରମ୍ଭ ହୋଇ ଏହି ସମ୍ମିଳନୀ ଦୁଇ ଦିନ ଧରି ଚାଲିବ । ଏଥିରେ ପାଇଁ ୩ଦିନ ଲକ୍ ହେବ ରାଜଧାନୀ ଦିଲ୍ଲୀ । ଅତିଥିମାନଙ୍କର ସ୍ୱାଗତ ସତ୍କାର ପାଇଁ ସ୍ବତନ୍ତ୍ର ପ୍ରସ୍ତୁତି … Continue reading ଶନିବାରଠୁ ଜି-୨୦ ସମ୍ମିଳନୀ; ଦିଲ୍ଲୀରେ କଡ଼ା ସୁରକ୍ଷା ବ୍ୟବସ୍ଥା, ପ୍ରଗତି ମୈଦାନ ନୋ ଫ୍ଲାଏ ଜୋନ୍, ଆସୁଛନ୍ତି ବିଶ୍ବ ନେତା
Copy and paste this URL into your WordPress site to embed
Copy and paste this code into your site to embed