ରାଜଧାନୀରେ ଦୁର୍ବୃତ୍ତଙ୍କ ଆତଙ୍କ ରାଜ୍, ବିଚ୍ ରାସ୍ତାରେ ଫଳ ଦୋକାନୀଙ୍କୁ ଖଣ୍ଡାରେ ହାଣିଦେଲେ
13/09/2022 at 6:03 PM

ଭୁବନେଶ୍ୱର, ୧୩/୦୯: ରାଜଧାନୀରେ ପୁଣି ବୁଲିଲା ଖଣ୍ଡା । ଭୁବନେଶ୍ବର ଅନ୍ତର୍ଗତ ଭରତପୁର ଅଞ୍ଚଳରେ ବିଚ୍ ରାସ୍ତାରେ ଖଣ୍ଡାରେ ଆକ୍ରମଣ ହୋଇଛି । ଫଳ ଦୋକାନୀଙ୍କୁ ଗୋଡ଼ାଇ ଗୋଡ଼ାଇ କିଛି ଦୁର୍ବୃତ୍ତ ହାଣିଥିବା ଜଣାପଡ଼ିଛି । ଫଳରେ ସେ ଗୁରୁତର ହୋଇଥିବା ବେଳେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏଥି ସହିତ ୪ ଜଣ ଦୁର୍ବୃତ୍ତଙ୍କୁ ଭରତପୁର ଥାନା ପୋଲିସ ଧରିଥିବା ସୂଚନା ମିଳିଛି ।
Related Posts
ବୁଦ୍ଧଖୋଲ ମହୋତ୍ସବ ଉଦଯାପିତ; ଲୋକନୃତ୍ୟରେ ଦୁଲୁକିଲା ମଞ୍ଚ
30 January 2023
ବିଦ୍ୟୁତ୍ ଆଘାତରେ ରାଜମିସ୍ତ୍ରୀଙ୍କ ମୃତ୍ୟୁ
30 January 2023
ନୀଳଗିରି ରାସ୍ତାରେ ବୁଲୁଛି ଭାଲୁ; ଭୟଭୀତ ସ୍ଥାନୀୟ ଲୋକେ
30 January 2023