Hari omm 2
hari om films
AKK 2023
AKK2023
HARI-OMM_728X90_B
Showcase2022
hari om films
WEB_F-8
WEB_F-9
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ରାଜଧାନୀରେ ଦୁର୍ବୃତ୍ତଙ୍କ ଆତଙ୍କ ରାଜ୍‌, ବିଚ୍‌ ରାସ୍ତାରେ ଫଳ ଦୋକାନୀଙ୍କୁ ଖଣ୍ଡାରେ ହାଣିଦେଲେ

13/09/2022 at 6:03 PM

ଭୁବନେଶ୍ୱର, ୧୩/୦୯: ରାଜଧାନୀରେ ପୁଣି ବୁଲିଲା ଖଣ୍ଡା । ଭୁବନେଶ୍ବର ଅନ୍ତର୍ଗତ ଭରତପୁର ଅଞ୍ଚଳରେ ବିଚ୍ ରାସ୍ତାରେ ଖଣ୍ଡାରେ ଆକ୍ରମଣ ହୋଇଛି । ଫଳ ଦୋକାନୀଙ୍କୁ ଗୋଡ଼ାଇ ଗୋଡ଼ାଇ କିଛି ଦୁର୍ବୃତ୍ତ ହାଣିଥିବା ଜଣାପଡ଼ିଛି । ଫଳରେ ସେ ଗୁରୁତର ହୋଇଥିବା ବେଳେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏଥି ସହିତ ୪ ଜଣ ଦୁର୍ବୃତ୍ତଙ୍କୁ ଭରତପୁର ଥାନା ପୋଲିସ ଧରିଥିବା ସୂଚନା ମିଳିଛି ।

   Related Posts