vridhi excotica
ori homes
vridhi excotica
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକ : ପ୍ରକାଶ ପାଇଲା ଚଳିତ ବର୍ଷର ମାଟ୍ରିକ୍ ପରୀକ୍ଷା ଫଳ, ମୋଟ୍ ପାସ୍ ହାର ୯୦.୫୫ ପ୍ରତିଶତ
  • ||
  • ରାଉରକେଲା : ଷ୍ଟିଲ ସିଟିରେ ୩୧୧ କୋଟିର GST ଠକେଇ, ବନ୍ଧାହେଲେ ୫ ବ୍ୟବସାୟୀ
  • ||
  • ରାଜ୍ୟରେ ବଢୁଛି କରୋନା ଗ୍ରାଫ୍, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୪୦୧ କୋଭିଡ୍ ପଜିଟିଭ୍
  • ||
  • ଘରୋଇ ଗ୍ୟାସ୍ ସିଲିଣ୍ଡର ହେଲା ମହଙ୍ଗା, ସିଲିଣ୍ଡର ପିଛା ବଢିଲା ୫୦ ଟଙ୍କା
  • ||
  • ଷ୍ଟିଲ ସିଟିରେ ୩୧୧ କୋଟିର GST ଠକେଇ, ବନ୍ଧାହେଲେ ୫ ବ୍ୟବସାୟୀ
  • ||
  • ଭୁବନେଶ୍ୱର : ରଶ୍ମିରେଖାଙ୍କ ପୁରୁଷବନ୍ଧୁଙ୍କ ଆତ୍ମହତ୍ୟା, ରାଉରକେଲାରୁ ମିଳିଲା ଝୁଲନ୍ତା ମୃତଦେହ
  • ||

ସାଙ୍ଗକୁ ଲୁହାରଡରେ ପିଟିପିଟି ହତ୍ୟା କଲା ସାଙ୍ଗ

14/10/2019 at 12:29 PM

ବ୍ରହ୍ମପୁର ୧୪/୧୦: ଜଣେ ସାଙ୍ଗ ତା’ ସାଙ୍ଗକୁ ଗାଁଦାଣ୍ଡରେ ପିଟି ପିଟି ହତ୍ୟା କରିଛି। କବିସୂର୍ଯ୍ୟନଗର ଥାନା ବାଲିଛାଇ ଫାଣ୍ଡି କନିଅ।ରିରେ ଏପରି ଏକ ଅଭାବନୀୟ ଘଟଣା ।

ସାମାନ୍ୟ ବଚସା ଯୋଗୁଁ ସାଙ୍ଗ ଅନ୍ୟ ଜଣେ ସାଙ୍ଗଙ୍କୁ ଲୁହାରଡ଼ରେ ପିଟି ପିଟି ହତ୍ୟା କରିଛି ଆଉ ଜଣେ ସାଙ୍ଗ। ମୃତକ ହେଲେ  କାର୍ତ୍ତିକ ପ୍ରଧାନ। ଗତକାଲି ମଧ୍ୟରାତ୍ରରେ ଏହି ଘଟଣା ଘଟିଛି। ଅଭିଯୁକ୍ତକୁ ପୋଲିସ୍ ଅଟକ ରଖି ପଚରାଉଚୁରା ଚଳାଇଛି।

   Related Posts