ସାଙ୍ଗକୁ ଲୁହାରଡରେ ପିଟିପିଟି ହତ୍ୟା କଲା ସାଙ୍ଗ
14/10/2019 at 12:29 PM

ବ୍ରହ୍ମପୁର ୧୪/୧୦: ଜଣେ ସାଙ୍ଗ ତା’ ସାଙ୍ଗକୁ ଗାଁଦାଣ୍ଡରେ ପିଟି ପିଟି ହତ୍ୟା କରିଛି। କବିସୂର୍ଯ୍ୟନଗର ଥାନା ବାଲିଛାଇ ଫାଣ୍ଡି କନିଅ।ରିରେ ଏପରି ଏକ ଅଭାବନୀୟ ଘଟଣା ।

ସାମାନ୍ୟ ବଚସା ଯୋଗୁଁ ସାଙ୍ଗ ଅନ୍ୟ ଜଣେ ସାଙ୍ଗଙ୍କୁ ଲୁହାରଡ଼ରେ ପିଟି ପିଟି ହତ୍ୟା କରିଛି ଆଉ ଜଣେ ସାଙ୍ଗ। ମୃତକ ହେଲେ କାର୍ତ୍ତିକ ପ୍ରଧାନ। ଗତକାଲି ମଧ୍ୟରାତ୍ରରେ ଏହି ଘଟଣା ଘଟିଛି। ଅଭିଯୁକ୍ତକୁ ପୋଲିସ୍ ଅଟକ ରଖି ପଚରାଉଚୁରା ଚଳାଇଛି।