ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଶ୍ରୀମନ୍ଦିର ଉପରେ ଡ୍ରୋନ୍‌ ଉଡାଇବା ଘଟଣା : ଅପଲୋଡ ଭିଡିଓ ଡିଲିଟ୍‌ କଲେ ୟୁଟ୍ୟୁବର, ଆଉ ହାତଯୋଡି କ୍ଷମା ବି ମାଗିଲେ…
  • ||
  • ଅର୍ଚ୍ଚନା ନାଗ ଗିରଫ ମାମଲା, ଇଡିକୁ ସବୁ ତଥ୍ୟ ଦେଲା କମିଶନରେଟ୍‌ ପୋଲିସ
  • ||
  • ଧର୍ମଗଡ଼ : ଦୁର୍ଘଟଣାଗ୍ରସ୍ତ ଟ୍ୟାଙ୍କରରୁ ଗ୍ୟାସ୍‌ ଲିକ୍‌, ଯାତାୟତ ବାଧାପ୍ରାପ୍ତ
  • ||

ବାଲିଯାତ୍ରାରେ ପଡିଛି ଫ୍ରିଡମ ତେଲର ଷ୍ଟଲ, ବିଭିନ୍ନ ଅଫର ସହ ହେଉଛି ବିକ୍ରି

15/11/2022 at 2:03 PM

କଟକ ୧୫।୧୧ : କଟକ ବାଲିଯାତ୍ରାର ଉପର ପଡିଆରେ ଖୋଲିଛି ଫ୍ରିଡମ ତେଲର ଷ୍ଟଲ । ଏହି ଷ୍ଟଲରେ ଲୋକମାନଙ୍କ ବେଶ ଗହଳି ଦେଖିବାକୁ ମିଳୁଛି । ବିଭିନ୍ନ ଅଫର ସହ ଷ୍ଟଲରେ ବିକ୍ରି ହେଉଛି ତେଲ। ତେବେ ଫ୍ରିଡମ ତେଲ ସାରା ଭାରତରେ ଏକ ନମ୍ବର ହୋଇଥିବା ବେଳେ ଏହା ଗୃହିଣୀମାନଙ୍କର ବହୁତ ପସନ୍ଦ । ଗ୍ରାହକଙ୍କ ସହ ଯୋଡି ହୋଇ ରହିବା ପାଇଁ ବାଲିଯାତ୍ରା ଏକ ଭଲ ସୁଯୋଗ ବୋଲି କହିଛନ୍ତି ଫ୍ରିଡମ ତେଲ ଓଡିଶାର ମୁଖ୍ୟ ।

   Related Posts