ବାଲିଯାତ୍ରାରେ ପଡିଛି ଫ୍ରିଡମ ତେଲର ଷ୍ଟଲ, ବିଭିନ୍ନ ଅଫର ସହ ହେଉଛି ବିକ୍ରି

Published By : Prameya-News7 Bureau | November 15, 2022 IST

କଟକ ୧୫।୧୧ : କଟକ ବାଲିଯାତ୍ରାର ଉପର ପଡିଆରେ ଖୋଲିଛି ଫ୍ରିଡମ ତେଲର ଷ୍ଟଲ । ଏହି ଷ୍ଟଲରେ ଲୋକମାନଙ୍କ ବେଶ ଗହଳି ଦେଖିବାକୁ ମିଳୁଛି । ବିଭିନ୍ନ ଅଫର ସହ ଷ୍ଟଲରେ ବିକ୍ରି ହେଉଛି ତେଲ। ତେବେ ଫ୍ରିଡମ ତେଲ ସାରା ଭାରତରେ ଏକ ନମ୍ବର ହୋଇଥିବା ବେଳେ ଏହା ଗୃହିଣୀମାନଙ୍କର ବହୁତ ପସନ୍ଦ । ଗ୍ରାହକଙ୍କ ସହ ଯୋଡି ହୋଇ ରହିବା ପାଇଁ ବାଲିଯାତ୍ରା ଏକ ଭଲ ସୁଯୋଗ ବୋଲି କହିଛନ୍ତି ଫ୍ରିଡମ ତେଲ ଓଡିଶାର ମୁଖ୍ୟ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.