oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମୁମ୍ୱାଇ: ଜଣାଶୁଣା ଅଭିନେତା ଅରୁଣ ବାଲୀଙ୍କ ନିଧନ, ୭୯ ବର୍ଷ ବୟସରେ ପରଲୋକ
  • ||
  • ରାଜ୍ୟର ବିଭିନ୍ନ ସ୍ଥାନରେ ତୁହାକୁ ତୁହା ବର୍ଷା, ଆସୁଛି ଘୁର୍ଣ୍ଣିବଳୟ
  • ||
  • ଭଦ୍ରକ: ଧାମନଗର ଉପନିର୍ବାଚନ ପାଇଁ ଶୁକ୍ରବାରଠୁ ନାମାଙ୍କନ ଦାଖଲ, ୧୫ରେ ଯାଞ୍ଚ
  • ||
  • ଚାନ୍ଦବାଲୀ: ପଦ୍ମାବତୀ ଟ୍ରଲରରେ ଅଗ୍ନିକାଣ୍ଡ ଘଟଣା, ୧୦ ଘଣ୍ଟା ପରେ ଉଦ୍ଧାର ହେଲେ ୧୦ ଧୀବର
  • ||

କଟକରେ ବେଆଇନ୍‌ ମାଞ୍ଜା ସୂତା ବିକ୍ରି ଘଟଣା, ୧୪ ଅଟକ

28/12/2021 at 12:48 PM

କଟକ ୨୮।୧୨: ଅଘଟଣ ପରେ ପୋଲିସର ଆକ୍ସନ । ବେଆଇନ୍‌ ମାଞ୍ଜା ସୂତା ବିକ୍ରି ଘଟଣାରେ ୧୪ଜଣଙ୍କୁ ଅଟକ ରଖିଛି କମିଶନରେଟ୍‌ ପୋଲିସ । ବେଆଇନ୍‌ ମାଞ୍ଜା ସୂତା ବିକ୍ରି ବାବଦରେ 4ଟି ମାମଲା ମଧ୍ୟ ରୁଜୁ କରିଛି ପୋଲିସ । ଏନେଇ କଟକ ଡିସିପି ପ୍ରତୀପ ସିଂ ସୂଚନା ଦେଇଛନ୍ତି ।

ଖବର ଅନୁଯାୟୀ, ବ୍ୟାନ୍‌ ସତ୍ତ୍ୱେ ବି କଟକରେ ବିକ୍ରି ଚାଲିଥିଲା ମାଞ୍ଜା ସୂତା । ଏପିରିକି କିଛି ଦିନ ପୂର୍ବେ କଟକରେ ମାଞ୍ଜା ସୂତାରେ ବେକ କଟି ଜଣେ ବ୍ୟକ୍ତିଙ୍କର  ମୃତ୍ୟୁ ହୋଇଥିଲା । ଯାହାପରେ ଆକ୍ସନକୁ ଆସିଥିଲା କଟକ ପୋଲିସ । ତୁରନ୍ତ ବେଆଇନ ଭାବେ ବିଭିନ୍ନ ସ୍ଥାନରେ ଚାଲିଥିବା ମାଞ୍ଜା ସୂତା ପ୍ରସ୍ତୁତି କାରଖାନାରେ ଚଢାଉ କରିଥିଲା । କିଛି ଲୋକଙ୍କ ମଧ୍ୟ ଗିରଫ କରିଥିଲା । ଏବେ ଆଉ ୧୪ଜଣଙ୍କୁ ବେଆଇନ୍‌ ମାଞ୍ଜା ସୂତା ବିକ୍ରି ଘଟଣାରେ ଅଟକ ରଖିଛି । ତାଙ୍କ ବିରୋଧରେ ମାମଲା ମଧ୍ୟ ରୁଜୁ କରାଯାଇଛି ।

   Related Posts