ପୁରୀ ସମୁଦ୍ରରେ ଅଘଟଣ : ଭାସିଯାଉଥିବା ବେଳେ ୪ ପର୍ଯ୍ୟଟକ ଉଦ୍ଧାର

ପୁରୀ ୧୮।୧୧: ପୁଣି ପୁରୀ ସମୁଦ୍ରରେ ଅଘଟଣ ଘଟିଛି । ସମୁଦ୍ର ସ୍ନାନ ବେଳେ ରିପ୍ କରେଣ୍ଟରେ ପଡି ଭାସିଗଲେ ୪ ଜଣ ପର୍ଯ୍ୟଟକ । ସେକ୍ଟର ୩ରେ ସ୍ନାନ କରୁଥିବା ବେଳେ ଘଟିଛି ଏଭଳି ଅଭାବନୀୟ ଘଟଣା । ସେଠାରେ ଉପସ୍ଥିତ ଥିବା ଲାଇଫ୍ ଗାର୍ଡମାନେ ସମୁଦ୍ର ଭିତରକୁ ଯାଇ ବୁଡ଼ି ଯାଉଥିବା ୪ ଜଣ ପର୍ଯ୍ୟଟକଙ୍କୁ ଉଦ୍ଧାର କରିଛନ୍ତି । ଉଦ୍ଧାର ପର୍ଯ୍ୟଟକ ହେଉଛନ୍ତି କଟକ ଚାଉଳିଆଗଞ୍ଜ ଅପର୍ଣ୍ଣା ନଗରର ଚିଣ୍ଟୁ କୁମାର, ବିପିନ୍ … Continue reading ପୁରୀ ସମୁଦ୍ରରେ ଅଘଟଣ : ଭାସିଯାଉଥିବା ବେଳେ ୪ ପର୍ଯ୍ୟଟକ ଉଦ୍ଧାର