ପୁରୀ ସମୁଦ୍ରରେ ଅଘଟଣ : ଭାସିଯାଉଥିବା ବେଳେ ୪ ପର୍ଯ୍ୟଟକ ଉଦ୍ଧାର

Published By : Prameya-News7 Bureau | November 18, 2023 IST

ପୁରୀ ୧୮।୧୧: ପୁଣି ପୁରୀ ସମୁଦ୍ରରେ ଅଘଟଣ ଘଟିଛି । ସମୁଦ୍ର ସ୍ନାନ ବେଳେ ରିପ୍ କରେଣ୍ଟରେ ପଡି ଭାସିଗଲେ ୪ ଜଣ ପର୍ଯ୍ୟଟକ । ସେକ୍ଟର ୩ରେ ସ୍ନାନ କରୁଥିବା ବେଳେ ଘଟିଛି ଏଭଳି ଅଭାବନୀୟ ଘଟଣା । ସେଠାରେ ଉପସ୍ଥିତ ଥିବା ଲାଇଫ୍ ଗାର୍ଡମାନେ ସମୁଦ୍ର ଭିତରକୁ ଯାଇ ବୁଡ଼ି ଯାଉଥିବା ୪ ଜଣ ପର୍ଯ୍ୟଟକଙ୍କୁ ଉଦ୍ଧାର କରିଛନ୍ତି । ଉଦ୍ଧାର ପର୍ଯ୍ୟଟକ ହେଉଛନ୍ତି କଟକ ଚାଉଳିଆଗଞ୍ଜ ଅପର୍ଣ୍ଣା ନଗରର ଚିଣ୍ଟୁ କୁମାର, ବିପିନ୍ କୁମାର, କମଳେଶ କୁମାର ଓ ମହେକ କୁମାର ।

You Can Read :

wp:embed {"url":"https://www.prameyanews7.com/bjp-leader-bhabani-nayak-joins-bjd/","type":"wp-embed","providerNameSlug":"prameya-news-7"}
https://www.prameyanews7.com/bjp-leader-bhabani-nayak-joins-bjd/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.