ବନ୍ଦ ହେଲା ହୀରାକୁଦ ଜଳଭଣ୍ଡାରର ଆଉ ୪ ଗେଟ୍, ୧୦ ଗେଟ୍ ଦେଇ ଜଳ ନିଷ୍କାସିତ
19/09/2023 at 11:58 AM

ସମ୍ବଲପୁର ୧୯।୯: ବନ୍ଦ ହେଲା ହୀରାକୁଦ ଜଳଭଣ୍ଡାରର ଆଉ ୪ଟି ଗେଟ୍ । ଫଳରେ ବର୍ତ୍ତମାନ ୧୦ଟି ଗେଟ୍ ଦେଇ ଜଳ ନିଷ୍କାସନ ଜାରି ରହିଛି । ହୀରାକୁଦ ବାମ ପାର୍ଶ୍ବରେ ୬ଟି ଏବଂ ଡାହାଣ ପାର୍ଶ୍ବରେ ୪ଟି ଗେଟ୍ ଦେଇ ଜଳ ନିଷ୍କାସନ ଜାରି ରହିଛି ।
ତେବେ ସକାଳ ୯ଟା ସୁଦ୍ଧା ହୀରାକୁଦ ଜଳଭଣ୍ଡାରର ଜଳସ୍ତର ୬୨୮.୪୭ ଫୁଟ ରହିଥିଲା । ପ୍ରତି ସେକେଣ୍ଡରେ ଜଳଭଣ୍ଡାର ମଧ୍ୟକୁ ୨ ଲକ୍ଷ ୪୨ ହଜାର ୧୯୨ କ୍ୟୁସେକ୍ ଜଳ ପ୍ରବେଶ କରୁଥିବା ବେଳେ ୨ଲକ୍ଷ ୬୧ ହଜାର ୨୫୪ କ୍ୟୁସେକ୍ ଜଳ ନିଷ୍କାସିତ ହେଉଥିଲା ।
You Can Read :
Related Posts
ସୋଆ କୃଷି ମହାବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ପାଇଁ ଗ୍ରାଜୁଏସନ୍ କାର୍ଯ୍ୟକ୍ରମ ଆୟୋଜିତ
29 September 2023
ସାଙ୍ଘାତିକ ଅଭିଯୋଗ : ରୋଗୀଙ୍କୁ ଦିଆଗଲା ୨୦୨୨ରୁ ଏକ୍ସପାଏରୀ କଫ୍ ସିରପ୍ !
29 September 2023
ଭାଉଜ ସହ ପ୍ରେମ ସମ୍ପର୍କ ପଡ଼ିଲା ମହଙ୍ଗା : ହତ୍ୟା କରି ଜଙ୍ଗଲରେ ଟାଙ୍ଗିଦେଲେ !
29 September 2023
ଲାଞ୍ଚୁଆ ଥାନା ବାବୁଙ୍କୁ ଦଣ୍ଡାଦେଶ, ୪ବର୍ଷ ଜେଲ୍ ସହ ୩ ହଜାର ଟଙ୍କା ଜରିମାନା
29 September 2023