Hari omm 2
hari om films
AKK 2023
AKK2023
HARI-OMM_728X90_B
Showcase2022
hari om films
WEB_F-8
WEB_F-9
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ବଜ୍ରାଘାତରେ ୪ ମହିଳା ମୃତ, ୨ ଗୁରୁତର

24/08/2022 at 2:25 PM

ମାଲକାନଗିରି ୨୪।୦୮: ବଜ୍ରଘାତ ନେଲା ଜୀବନ । ଏକାଥରକେ ୪ଜଣଙ୍କ ମହିଳାଙ୍କ ମୃତ୍ୟୁ ହୋଇଥିବା ବେଳେ ୨ଜଣ ଗୁରୁତର ହୋଇଛନ୍ତି । ସମସ୍ତ ଗୁରୁତରଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରାଯାଇଛି ।

ଖବର ଅନୁଯାୟୀ, ମାଲକାନଗିରି ପାଣ୍ଡ୍ରିପାଣି ପଞ୍ଚାୟତ ଅନ୍ତର୍ଗତ ବାଉଁଶଗୁଡା ଗାଁର ଘଟିଛି ଘଟଣା । ବୁଧବାର ଦିନ ବିଲରେ କାମ କରୁଥିବା ମାରିଥିଲା ଚଡ଼କ । ଏକାଥରକେ ଚାଲିଗଲା ୪ମହିଳାଙ୍କ ଜୀବନ । ଆଉ ବାକି ୨ ମହିଳା ଗୁରୁତର ହୋଇଛନ୍ତି । ସ୍ଥାନୀୟଲୋକେ ତୁରନ୍ତ ଆହତମାନଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରିଛନ୍ତି ।

   Related Posts