ବଜ୍ରାଘାତରେ ୪ ମହିଳା ମୃତ, ୨ ଗୁରୁତର
24/08/2022 at 2:25 PM

Image Courtesy : file
ମାଲକାନଗିରି ୨୪।୦୮: ବଜ୍ରଘାତ ନେଲା ଜୀବନ । ଏକାଥରକେ ୪ଜଣଙ୍କ ମହିଳାଙ୍କ ମୃତ୍ୟୁ ହୋଇଥିବା ବେଳେ ୨ଜଣ ଗୁରୁତର ହୋଇଛନ୍ତି । ସମସ୍ତ ଗୁରୁତରଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରାଯାଇଛି ।
ଖବର ଅନୁଯାୟୀ, ମାଲକାନଗିରି ପାଣ୍ଡ୍ରିପାଣି ପଞ୍ଚାୟତ ଅନ୍ତର୍ଗତ ବାଉଁଶଗୁଡା ଗାଁର ଘଟିଛି ଘଟଣା । ବୁଧବାର ଦିନ ବିଲରେ କାମ କରୁଥିବା ମାରିଥିଲା ଚଡ଼କ । ଏକାଥରକେ ଚାଲିଗଲା ୪ମହିଳାଙ୍କ ଜୀବନ । ଆଉ ବାକି ୨ ମହିଳା ଗୁରୁତର ହୋଇଛନ୍ତି । ସ୍ଥାନୀୟଲୋକେ ତୁରନ୍ତ ଆହତମାନଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରିଛନ୍ତି ।
Related Posts
ବୁଦ୍ଧଖୋଲ ମହୋତ୍ସବ ଉଦଯାପିତ; ଲୋକନୃତ୍ୟରେ ଦୁଲୁକିଲା ମଞ୍ଚ
30 January 2023
ବିଦ୍ୟୁତ୍ ଆଘାତରେ ରାଜମିସ୍ତ୍ରୀଙ୍କ ମୃତ୍ୟୁ
30 January 2023
ନୀଳଗିରି ରାସ୍ତାରେ ବୁଲୁଛି ଭାଲୁ; ଭୟଭୀତ ସ୍ଥାନୀୟ ଲୋକେ
30 January 2023