ଡକାୟତି ଯୋଜନା ପଣ୍ଡ : ୪ ହାଇୱେ ଲୁଟେରା ଗିରଫ, ଜଣେ ଫେରାର

ବଡବିଲ ୭।୯: ଡକାୟତି ଯୋଜନା ବେଳେ ମାଡ଼ି ବସିଲା ପୋଲିସ । ୪ ଜଣ ହାଇୱେ ଲୁଟେରା ଗିରଫ ହୋଇଥିବା ବେଳେ ଜଣେ ଫେରାର ହୋଇଯାଇଛନ୍ତି । ସୂଚନାଯୋଗ୍ୟ ଯେ, ବୁଧବାର ବିଳମ୍ବିତ ରାତି ପ୍ରାୟ ୧ଟା ସମୟରେ ବଡ଼ବିଲ ଦାମୁ ହଟିଂ ଅଞ୍ଚଳରେ ଏକ ଲୁଟେରା ଗ୍ୟାଙ୍ଗ ହାଇୱେରେ ଯାଉଥିବା ବିଭିନ୍ନ ଟ୍ରକରୁ ଲୁଟ୍ ପାଇଁ ଯୋଜନା କରୁଥିବା ନେଇ ବଡ଼ବିଲ ପୋଲିସ କୌଣସି ସୂତ୍ରରୁ ଖବର ପାଇଥିଲା । ଏନେଇ ପୋଲିସର ଏକ ଟିମ୍ … Continue reading ଡକାୟତି ଯୋଜନା ପଣ୍ଡ : ୪ ହାଇୱେ ଲୁଟେରା ଗିରଫ, ଜଣେ ଫେରାର