Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରେଳ ଧାରଣାରୁ ମିଳିଲା ମନ୍ତ୍ରୀଙ୍କ ଭଣଜାଙ୍କ ମୃତଦେହ, ହତ୍ୟା ନା ଆତ୍ମହତ୍ୟା ?
  • ||
  • ଦେଶରେ ଉପରତଳ କରୋନା ଗ୍ରାଫ୍, ୨୪ ଘଣ୍ଟାରେ ବାହାରିଲେ ୧୫୮୧୫ କରୋନା ପଜିଟିଭ୍
  • ||
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୪୦୩ କୋଭିଡ୍ ପଜିଟିଭ୍
  • ||
  • କନ୍ନଡ ଗାୟକ ଶିବମୋଗା ସୁବାନାଙ୍କ ଦେହାନ୍ତ, ୮୩ ବର୍ଷ ବୟସରେ ହୃଦଘାତରେ ପରଲୋକ
  • ||
  • ଲଘୁଚାପ ସକ୍ରିୟ : ଦୁଇ ଦିନ ଯାଏଁ ପ୍ରବଳ ବର୍ଷା, ଫୁଲୁଛି ବିଭିନ୍ନ ନଦୀ
  • ||

୪ ଡକାୟତ ଗିରଫ, ସୁନା ଅଳଙ୍କାର ସହ ମାରଣାସ୍ତ୍ର ଜବତ

14/07/2019 at 8:31 PM

ବ୍ରହ୍ମପୁର ୧୪।୭: ବ୍ରହ୍ମପୁର ସଦର ପୁଲିସ୍ ଦ୍ବାରା ୪ଜଣ ଡକାୟତ ଗିରଫ ହୋଇଛନ୍ତି । ବିଜୟ ବିହାର ଅଞ୍ଚଳରୁ ଚୋରି କରିବା ମାମଲାରେ ଡକାୟତଙ୍କୁ ଗିରଫ କରିଛି ପୋଲିସ ।

ଗିରଫ ଡକାୟତମାନଙ୍କ ଠାରୁ ସୁନା ଅଳଙ୍କାର ସହ ଦୁଇଟି ମାରଣାସ୍ତ୍ର ଜବତ କରାଯାଇଛି । ଏନେଇ ସଦର ପୁଲିସ୍ ପକ୍ଷରୁ ସୂଚନା ଦିଆଯାଇଛି । ଏମାନେ ବହୁ ଡକାୟତି ଘଟଣାରେ ସଂପୃକ୍ତ ଥିଲେ ।

   Related Posts