୪୩ କିଲୋ ଗଞ୍ଜେଇ ଜବତ, ୨ ବାଲାଂଦେଶୀଙ୍କ ସମେତ ୪ ଗିରଫ

Published By : Prameya-News7 Bureau | July 26, 2022 IST

ବ୍ରହ୍ମପୁର ୨୬।୭: ବ୍ରହ୍ମପୁର ଅବକାରୀ ଗୁଇନ୍ଦା ବିଭାଗ ପକ୍ଷରୁ ଚଢାଉ । ଗଞ୍ଜେଇ ଚୋରା ଚାଲାଣ ବେଳେ ଜଗନ୍ନାଥପୁରଠାରେ ଚଢାଉ କରିଛି ଅବକାରୀ ଗୁଇନ୍ଦା ବିଭାଗ । ଚଢ଼ାଉ ବେଳେ ୪୩ କିଲୋ ଗଞ୍ଜେଇ ଜବତ ହୋଇଛି । ଗଞ୍ଜେଇ ଜବତ ସହ ୨ ବାଲାଂଦେଶୀଙ୍କ ସମେତ ୪ ଜଣ ଗିରଫ ହୋଇଛନ୍ତି । ସଂପୃକ୍ତ ଅଭିଯକ୍ତମାନଙ୍କ ନାଁରେ ତିନୋଟି ମାମଲା ରୁଜୁ କରି ତଦନ୍ତ ଜାରି ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.