oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୪୬ କୋଭିଡ୍ ପଜିଟିଭ୍
  • ||
  • ଭୁବନେଶ୍ୱର: ଭିଜିବ ପାର୍ବଣ, ନବମୀ ଓ ଦଶମୀରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ସାନଖେମୁଣ୍ଡି: ପାଟପୁର ଥାନାରେ ୧୩୨୫ କିଲୋର ଜବତ ଗଞ୍ଜେଇ ପୋଡିଲା ପୋଲିସ
  • ||
  • UNSCରେ ରୁଷ୍‌ ବିରୋଧରେ ନିନ୍ଦା ପ୍ରସ୍ତାବ ଆଣିଥିଲା ଆମେରିକା, ଭୋଟିଂରୁ ବିରତ ରହିଲା ଭାରତ
  • ||
  • ସାରା ଦେଶରେ ଆରମ୍ଭ ହେଲା 5G ଯୁଗ, ୧୩ ସହରରେ ମିଳିବ ସେବା
  • ||

ବାଲିରୋଇ ଗାଁରୁ ତିନିଜଣଙ୍କ ଶବ ମିଳିବା ଘଟଣାରେ ୪ ଗିରଫ , ଜଣେ ଫେରାର

23/11/2019 at 2:06 PM

ଦେବଗଡ ୨୩।୧୧: ଦେବଗଡ ଜିଲ୍ଲା ବାରକୋଟ ଥାନା ବାଲିରୋଇ ଗାଁରୁ ତିନି ଶବ ମିଳିବା ଘଟଣାର ପର୍ଦ୍ଦାଫାଶ  କରିଛି ପୋଲିସ । ମୁଖ୍ୟ ଅଭିଯୁକ୍ତ ବିକ୍ରମ ପ୍ରଧାନ ସମେତ ଚାରି ଜଣଙ୍କୁ ଗିରଫ କରିବା ସହ ବାରକୋଟ ପୋଲିସ ଏହି ଘଟଣାର ପର୍ଦ୍ଦାଫାସ କରିଛି । ହତ୍ୟାକାଣ୍ଡରେ ସଂପୃକ୍ତି ଥିବା  ଅନ୍ୟ ଜଣେ ଅଭିଯୁକ୍ତ ଏବେବି ଫେରାର ଅଛି।

ସୂଚନାଯୋଗ୍ୟ ଯେ, ଗତ ଅକ୍ଟୋବର ୧୮ ତାରିଖରେ ବିକ୍ରମ ନିଜ ସ୍ତ୍ରୀ ଓ ଦୁଇ ଶିଶୁଙ୍କ ହତ୍ୟା କରିବା ପରେ ପୋତି ଦେଇଥିଲା ବୋଲି ପୋଲିସ କହିଛି ।  ହତ୍ୟାକାଣ୍ଡରେ ସଂପୃକ୍ତ ଥିବା ଅଭିଯୋଗରେ ବିକ୍ରମଙ୍କ ବାପା ସୋମନାଥ ପ୍ରଧାନ, ମାଆ ରୂପେଲୀ ପ୍ରଧାନ, ସାଙ୍ଗ ଅମର କୁମାର ସାମଲକୁ ପୋଲିସ ଗିରଫ କରିଛି । ତେବେ ସେନା ବାହିନୀରେ କାର୍ଯ୍ୟରତ ବିକ୍ରମର ଭାଇ ଚିନ୍ମୟ ପ୍ରଧାନ ହତ୍ୟାକାଣ୍ଡ ପରଠାରୁ ଫେରାର ରହିଛି ।

   Related Posts