ଭଦ୍ରକ ନେହେରୁ ଷ୍ଟାଡିୟମ୍‌ର ଉନ୍ନତିକରଣ ଓ ଇନ୍‌ଡୋର ସୁଇମିଂ ପୁଲ୍‌ର ଭିତ୍ତିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

Published By : Prameya-News7 Bureau | February 23, 2024 IST

ଭଦ୍ରକ ୨: ବହୁ ପ୍ରତୀକ୍ଷିତ ନେହେରୁ ଷ୍ଟାଡିୟମ୍‌ର ଉନ୍ନତିକରଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ । ଭଦ୍ରକ ଜିଲ୍ଲାର କ୍ରୀଡାବିତ୍ ଓ ଭଦ୍ରକ ବାସିନ୍ଦାଙ୍କ ପାଇଁ ବହୁ ଉନ୍ନତିକରଣ କାର୍ଯ୍ୟର ଭିତ୍ତିପ୍ରସ୍ତର ସ୍ଥାପନ ହୋଇଛି ।

{"id":912814,"sizeSlug":"full","linkDestination":"none"}

ଭଦ୍ରକ ସହରର ନେହେରୁ ଷ୍ଟାଡିୟମ୍ ପରିସରରେ ଆୟୋଜିତ ହୋଇଥିବା ଉତ୍ସବରେ ମୁଖ୍ୟମନ୍ତ୍ରୀ ଭର୍ଚ୍ଚୁଆଲ ମାଧ୍ୟମରେ ଅନେକ ପ୍ରୋଜେକ୍ଟ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ ହୋଇଛି । ଜିଲ୍ଲାର ଗୋଟିଏ ମଲ୍ଟି ପପ୍ରୋଜ ଇଣ୍ଡୋର ଷ୍ଟାଡିୟମ, ଇଣ୍ଡୋର ସୁଇମିଂ ପୁଲ ଓ ନେହେରୁ ଷ୍ଟାଡିୟମକୁ ଉନ୍ନତିକରଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ ହୋଇଛି ।

You Can Read :

wp:embed {"url":"https://www.prameyanews7.com/rain-is-likely-in-the-state-for-the-next-7-days/","type":"wp-embed","providerNameSlug":"prameya-news-7"}
https://www.prameyanews7.com/rain-is-likely-in-the-state-for-the-next-7-days/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.