ଉତ୍କଳ ଚ୍ୟାମ୍ବରର ଅଫ କମର୍ସର ସଦସ୍ୟ ତଥା ନାଲ୍କୋ ଟେକ୍ନିକାଲର ପୂର୍ବତନ ଡିଜିଏମ ବିଏସ୍ ପାଣିଙ୍କ ପରଲୋକ
28/05/2023 at 11:04 PM

ଭୁବନେଶ୍ୱର: ଉତ୍କଳ ଚ୍ୟାମ୍ବରର ଅଫ କମର୍ସର ସଦସ୍ୟ ଓ ଟିଭି ପ୍ୟାନେଲିଷ୍ଟ ବିଏସ୍ ପାଣିଙ୍କର ପରଲୋକ ହୋଇଛି। ବେଙ୍ଗାଲୁରୁ ଠାରେ ନାଲ୍କୋର ଟେକ୍ନିକାଲ ବିଭାଗର ପୂର୍ବତନ ଡିଜିଏମ୍ ଶ୍ରୀ ପାଣିଙ୍କର ଗତକାଲି ରାତିରେ ବିୟୋଗ ହୋଇଥିବା ସୂଚନା ମିଳିଛି।
ମିଳିଥିବା ସୂଚନା ଅନୁସାରେ, ୭୩ ବର୍ଷୀୟ ପାଣି କର୍କଟ ରୋଗରେ ପୀଡ଼ିତ ହୋଇ ଦୀର୍ଘଦିନ ଧରି ଚିକିତ୍ସିତ ହେଉଥିଲେ। ଘରେ ତାଙ୍କ ପତ୍ନୀ ସୁଶ୍ମିତା ପାଣି ଓ ଏକମାତ୍ର ପୁଅ ଗୌରବ ପାଣି ଅଛନ୍ତି। ତାଙ୍କ ବିୟୋଗରେ ତାଙ୍କ ଶୁଭେଚ୍ଛୁ ଶୋକ ପ୍ରକାଶ କରିବା ସହ ଶୋକ ସନ୍ତପ୍ତ ପରିବାର ପ୍ରତି ସମବେଦନା ଜଣାଇଛନ୍ତି।
Related Posts
୨ ବର୍ଷରେ ସାପ କାମୁଡ଼ାରେ ୧୩୩୬ ମୃତ, ବିଧାନସଭାରେ ଉତ୍ତର ରଖିଲେ ରାଜସ୍ବ ମନ୍ତ୍ରୀ
28 September 2023
ମାନସିକ ଚାପ ଯୋଗୁଁ ନିଖୋଜ ହୋଇଯାଇଥିଲେ ବ୍ୟାଙ୍କ ମ୍ୟାନେଜର: ପୋଲିସ୍
28 September 2023
ପୂର୍ବତନ ବିଧାୟକଙ୍କ ଗାଡି ଉପରକୁ ଅଣ୍ଡାମାଡ଼, ଥାନାରେ ଏତଲା
28 September 2023
ତେଲନଦୀରେ ଫସିଛନ୍ତି ୧୨ଟିକିଆ ହାତୀପଲ, ଘଉଡାଇବାକୁ ବନବିଭାଗର ଉଦ୍ୟମ ଜାରି
28 September 2023