କଂଗ୍ରେସରେ ଯୋଗଦେଲେ ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ, କହିଲେ- ସମସ୍ତେ ମିଶିଲେ କଂଗ୍ରେସ ଆଗକୁ ଯିବ

ଭୁବନେଶ୍ବର ୪।୯: କଂଗ୍ରେସରେ ଯୋଗଦେଲେ ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଆନୁଷ୍ଠାନିକ ଭାବେ କଂଗ୍ରେସରେ ଯୋଗଦେଲେ ଭାରତୀୟ ହକି ଦଳର ପୂର୍ବତନ ଅଧିନାୟକ ପ୍ରବୋଧ ତିର୍କୀ । ଖେଳ ଓ ଚାକିରିରୁ ଅବସର ନେବା ପରେ ହାତ ଧରିଛନ୍ତି ପ୍ରବୋଧ । କଂଗ୍ରେସ ଭବନରେ ମିଶ୍ରଣ ପର୍ବରେ ସେ ଯୋଗ ଦେଇଛନ୍ତି । ସୁନ୍ଦରଗଡ ଜିଲ୍ଲା ବାଲିଶଙ୍କରା ବ୍ଲକ ଲୁଲକିଡିହି ଗାଁର ପ୍ରବୋଧ ତିର୍କୀ ଦେଶ ପାଇଁ ଅନେକ ନାଁ କରିଛନ୍ତି । ବର୍ତ୍ତମାନ … Continue reading କଂଗ୍ରେସରେ ଯୋଗଦେଲେ ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ, କହିଲେ- ସମସ୍ତେ ମିଶିଲେ କଂଗ୍ରେସ ଆଗକୁ ଯିବ