କଂଗ୍ରେସରେ ମିଶିବେ ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ

ସୁନ୍ଦରଗଡ ୨୮।୮: ହାତ ଧରିବେ ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଖେଳ ଓ ଚାକିରିରୁ ଅବସର ନେବା ପରେ ହାତ ଧରିବେ ବୋଲି କହିଛନ୍ତି ଆନ୍ତର୍ଜାତୀୟ ହକି ତାରକା ତଥା ପୂର୍ବତନ ହକି କ୍ୟାପଟେନ ପ୍ରବୋଧ ତିର୍କୀ । ସୁନ୍ଦରଗଡ ଜିଲ୍ଲା ବାଲିଶଙ୍କରା ବ୍ଲକ ଲୁଲକିଡିହି ଗାଁର ପ୍ରବୋଧ ଦେଶ ପାଇଁ ଅନେକ ନାଁ କରିଛନ୍ତି । ବର୍ତ୍ତମାନ ଅଞ୍ଚଳର ବିକାଶ କରିବା ପାଇଁ ଚାହୁଁଛନ୍ତି ପ୍ରବୋଧ । ଅ।ଗାମୀ ଦିନରେ ସୁଯୋଗ ମିଳିଲେ … Continue reading କଂଗ୍ରେସରେ ମିଶିବେ ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ