oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୬୭ କୋଭିଡ୍ ପଜିଟିଭ୍
  • ||
  • ନବରାତ୍ରର ଦ୍ନିତୀୟ ଦିନ, ବ୍ରହ୍ମଚାରିଣୀ ରୂପେ ଦର୍ଶନ ଦେଉଛନ୍ତି ମାଆ ଜଗଦମ୍ୱା
  • ||
  • ରାଉରକେଲା : ବରିଷ୍ଠ ଆଇନଜୀବୀ ରମେଶ ବଳଙ୍କ ଆତ୍ମହତ୍ୟା, ଶ୍ୱଶୁର ଘରୁ ମିଳିଲା ଝୁଲନ୍ତା ମୃତଦେହ
  • ||
  • ଭୁବନେଶ୍ୱର : ଆସୁଛି ଆଉ ଏକ ଲଘୁଚାପ, ବର୍ଷାରେ ଭିଜିବ ଦଶହରା
  • ||

ବିଜେପିରେ ମିଶିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ବାଳଙ୍କ ଭାଇ ବିହାରୀ ଚରଣ, ପୁତ୍ରବଧୂ ବି ହେଲେ ସାମିଲ

15/01/2022 at 8:01 AM

ଝାରସୁଗୁଡା ୧୫।୧: ଝାରସୁଗୁଡା ଜିଲ୍ଲାରେ ସରଗରମ ହେଲାଣି ନିର୍ବାଚନୀ ମାହୋଲ । ବିଜେପିରେ ଯୋଗଦେଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ବାଳଙ୍କ ଭାଇ ବିହାରୀ ଚରଣ ବିଶ୍ବାଳ ଓ ପୁତ୍ରବଧୂ ଜ୍ୟୋସ୍ନା ବିଶ୍ବାଳ । ବିଜେପି ରାଜ୍ୟ ସମ୍ପାଦକ ଟଙ୍କଧର ତ୍ରିପାଠୀ, ଜିଲ୍ଲା ସଭାପତି ମଙ୍ଗଳ ସାହୁ ଓ ଜିଲ୍ଲା ପ୍ରଭାରୀ ଶଙ୍କର ଓରାମଙ୍କ ଉପସ୍ଥିତିରେ ଏହି ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିଲା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବିକାଶମୂଳକ କାର୍ଯ୍ୟରେ ଅନୁପ୍ରାଣିତ ହୋଇ ବିହାରୀ ଚରଣ ବିଶ୍ବାଳ ଏବଂ ତାଙ୍କ ପୁତ୍ରବଧୂ ବିଜେପିରେ ଯୋଗଦେଇଥିବା ପ୍ରକାଶ କରିଛି ।

ଅନ୍ୟପଟେ ବିଜେପି ସରକାରର ବିକାଶମୂଳକ କାର୍ଯ୍ୟ ଓ ସଫଳ ଯୋଜନା ପାଇଁ ଦଳ ଲୋକଙ୍କ ପାଖରେ ଆଦୃତ ହୋଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ବ ଦଳକୁ ସୁଦୃଢ କରିପାରିଛି । ଆଗାମୀ ନିର୍ବାଚନରେ ଦଳ ଜିଲ୍ଲାରେ ଭଲ ପ୍ରଦର୍ଶନ କରିବା ସହ ଗତ ନିର୍ବାଚନ ଅପେକ୍ଷା ଅଧିକ ଆସନ ହାତେଇବା ବୋଲି ବିଜେପି ପକ୍ଷରୁ କୁହାଯାଇଛି ।  

   Related Posts