କଂଗ୍ରେସ ଛାଡିଲେ ଅତାବିରା ପୂର୍ବତନ ବିଧାୟକ ନିହାର ମହାନନ୍ଦ

Published By : Prameya-News7 Bureau | February 12, 2024 IST

ବରଗଡ ୧୨।୨: କଂଗ୍ରେସ ଛାଡିଲେ ଅତାବିରାର ପୂର୍ବତନ ବିଧାୟକ ନିହାର ମହାନନ୍ଦ l AICC ସଭାପତି ମଲ୍ଲିକାର୍ଜୁନ ଖଡ଼ଗେଙ୍କୁ ପଠାଇଲେ ଇସ୍ତଫା ପାତ୍ର l ରବିବାର ବରଗଡ଼ ଜିଲ୍ଲା କଂଗ୍ରେସ ସଭାପତି ପଦରୁ ମଧ୍ୟ ଇସ୍ତଫା ଦେଇଥିଲେ l ଏପରିକି କଂଗ୍ରେସରେ ରହି କାମ କରିହେବନି ବୋଲି ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି l

{"id":908193,"sizeSlug":"large","linkDestination":"none"}

You Can Read :

wp:embed {"url":"https://www.prameyanews7.com/ndps-court-in-kujang-asks-to-furnish-rs-100-cr-bond-and-rs-10-cr-bank-guarantee-for-release-of-ship/","type":"wp-embed","providerNameSlug":"prameya-news-7"}
https://www.prameyanews7.com/ndps-court-in-kujang-asks-to-furnish-rs-100-cr-bond-and-rs-10-cr-bank-guarantee-for-release-of-ship/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.