ବ୍ରହ୍ମପୁର: ରାସନ ପାଇଁ ଠେଲାପେଲା, ଭୁଲି ଗଲେ ସାମାଜିକା ଦୂରତା ନିୟମ
5/05/2020 at 10:27 PM

ବ୍ରହ୍ମପୁର୫/୫: ବ୍ରହ୍ମପୁରରେ ଲକଡାଉନ୍ ସମୟରେ ଲୋକଙ୍କ ଗହଳ ଚହଳ।

ରାସନ୍ ନେବା ପାଇଁ ଲୋକଙ୍କ ଭିଡ ଦେଖିବାକୁ ମିଳିଛି ।

ଏଠାରେ ସାମାଜିକ ଦୂରତ୍ବ ରକ୍ଷା କରିବାରେ ବିଫଳ ହୋଇଛନ୍ତି ।

ସାମାଜିକ ଦୂରତ୍ବର ଉଲଂଘ୍ନ କରିଥିବା ଦୃଶ୍ୟ ଦେଖିବାକୁ ମିଳିଛି।

ସାଧାରଣ ରେସନ୍ ନେବାକୁ ଲୋକଙ୍କ ଏଭଳି ଗହଳ ଚହଳ ଦେଖିବାକୁ ମିଳିଛି ।
Related Posts
ସ୍କୁଟିରୁ ହରିଣ ମାଂସ ଜବତ, ଜଣେ ଗିରଫ
5 February 2023
କିନ୍ନରମାନେ କରନ୍ତି ବହୁଚରା ମାତାଙ୍କ ପୂଜା, କାହିଁକି କରାଯାଏ ଏହି ପୂଜା ?
5 February 2023
ରାଉରକେଲା ଡବଲ ମର୍ଡର ଘଟଣା, ତିନି ଜଣଙ୍କୁ ଅଟକ ରଖିଛି ପୋଲିସ
5 February 2023