ପେସାରେ ବନରକ୍ଷୀ, ନିଶା ମଡେଲିଂ: ଜଙ୍ଗଲ ଜଗନ୍ତି, ରାମ୍ପରେ ଚାଲନ୍ତି

କାମାକ୍ଷାନଗର ୨୨/୦୮: ସ୍ଲିମ୍ ଟ୍ରିମ୍ ଚେହେରା । ଆଉ ତା ସାଙ୍ଗକୁ ଫିଟନେସ୍ ବି ଜବରଦସ୍ତ । କୌଣସି ଅଭିନେତ୍ରୀଙ୍କଠାରୁ କମ୍ ନୁହଁନ୍ତି । ଖେଳ, କୁଦ, ଫିଟନେସ୍‌ ସବୁଥିରେ ପାରଙ୍ଗମ । ଏବେ ସେ ଆଗେଇଛନ୍ତି ଆଉ ପାଦେ । ମଡେଲିଂ ଦୁନିଆରେ କରିବାକୁ ଯାଉଛନ୍ତି ରାଜ୍ । ସେ ଆଉ କେହି ନୁହଁନ୍ତି ସେ ହେଉଛନ୍ତି ଜଣେ ମହିଳା  ବନରକ୍ଷୀ । କଥାଟି ହୁଏତ ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗିପାରେ । କିନ୍ତୁ ବାସ୍ତବରେ ସତ … Continue reading ପେସାରେ ବନରକ୍ଷୀ, ନିଶା ମଡେଲିଂ: ଜଙ୍ଗଲ ଜଗନ୍ତି, ରାମ୍ପରେ ଚାଲନ୍ତି