Showcase2022
Showcase2022
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଇଷାନ୍‌ କିଷାନ୍‌ଙ୍କ ଜବରଦସ୍ତ ବ୍ୟାଟିଂ, ଦିନିକିଆ କ୍ରିକେଟ୍‌ରେ ହାସଲ କଲେ ପ୍ରଥମ ଦ୍ୱିଶତକ
  • ||
  • ଭୁବନେଶ୍ୱର: ଅର୍ଚ୍ଚନା ନାଗ ଗିରଫ ମାମଲା, କୋର୍ଟଙ୍କ ଅନୁମତି ପରେ ତଥ୍ୟ ଦେଲା ଖଣ୍ଡଗିରି ପୋଲିସ
  • ||
  • ଭୁବନେଶ୍ୱର: ‘ମାଣ୍ଡସ୍’ ପ୍ରଭାବ, ଦକ୍ଷିଣ ଓଡ଼ିଶାର ବିଭିନ୍ନ ସ୍ଥାନରେ ବର୍ଷା
  • ||
  • ନୟାଗଡ: ଫତେଗଡ ଥାନା ପୋଲିସକୁ ସଫଳତା, ଧରାପଡିଲେ ଦୁଇ ଆନ୍ତରାଜ୍ୟ ଲୁଟେରା
  • ||
  • ଭୁବନେଶ୍ୱର: ରିମାଣ୍ଡର ୬ ଦିନ ପରେ ବି ମୁହଁ ଖୋଲୁନାହାଁନ୍ତି ଅର୍ଚ୍ଚନା, ପଚାରି ପଚାରି ହାଲିଆ ଇଡି
  • ||

ବେଆଇନ୍‌ କରତକଳ ଉପରେ ଚଢାଉ, ଲକ୍ଷାଧିକ ଟଙ୍କାର କାଠ ଓ ଯନ୍ତ୍ରାଂଶ ଜବତ

22/08/2021 at 2:44 PM

ନୀଳଗିରି ୨୨।୦୮: ବେଆଇନ୍‌ କରତକଳ ଉପରେ ଚଢାଉ । ଲକ୍ଷାଧିକ ଟଙ୍କାର କାଠ ଓ ଯନ୍ତ୍ରାଂଶ ଜବତ । ବାଲେଶ୍ୱର ନୀଳଗିରି ରେମୁଣା ଥାନା ମୟୁରଭଞ୍ଜ ସୀମାନ୍ତ ଶିରାକୋଇଲି ଅଞ୍ଚଳରୁ ଜବତ ହୋଇଛି । ଘଟଣାରେ କାହାକୁ ଗିରଫ ହୋଇଥିବା ନେଇ କିଛି ସୂଚନା ମିଳିନାହିଁ ।

ଖବର ଅନୁଯାୟୀ, ଶିରାକୋଇଲି ଅଞ୍ଚଳରେ ବହୁ ଦିନ ହେଲା ଚୋରା କରତ କଳ ଚାଲିଥିବା ନେଇ ବନବିଭାଗ ନିକଟରେ ଖବର ରହିଥିଲେ । ରବିବାର ଦିନ ସକାଳ ସମୟରେ ନୀଳଗିରି ବନବିଭାଗ ଅତର୍କିତ ଭାବେ  ଚଢାଉ କରିଥିଲା । ଏହି ଚଢାଉରେ ଲକ୍ଷାଧିକ ଟଙ୍କାର ମୁଲ୍ୟବାନ କାଠ ସହ ଯନ୍ତ୍ରାଂଶ ଜବତ ହୋଇଛି ।  ତେବେ ଜବତ ହୋଇଥିବା କାଠ ମଧ୍ୟରେ ଶାଗୁଆନ, ଆକାଶିଆ,ନିମ୍ବ, କଇମ ,ଆମ୍ବ ଆଦି ରହିଛି।

   Related Posts