କରତକଳରେ ବନବିଭାଗର ଚଢାଉ, ଲକ୍ଷାଧିକ ଟଙ୍କାର କାଠ ସହ ଯନ୍ତ୍ରାଂଶ ଜବତ
28/02/2020 at 11:19 AM

ସୋର ୨୮।୦୨: ଜିଲ୍ଲାର ବିଭିନ୍ନ ସ୍ଥାନରେ ବନବିଭାଗ ପକ୍ଷରୁ ଚଢାଉ କରାଯାଇଛି । ଚଢାଉରେ ବିପୁଳ ପରିମାଣର କାଠ ସହ ଯନ୍ତ୍ରାଂଶ ଜବତ ହୋଇଛି ।

ସୂଚନାଯୋଗ୍ୟ ଯେ, ଜିଲ୍ଲାରେ ବେଆଇନ ଭାବେ ଚାଲିଥିବା କରତକଳ ଉପରେ ବାଲେଶ୍ବର ଜିଲ୍ଲା ବନବିଭାଗ ଅଫିସର ବିଶ୍ବଜିତ ପଣ୍ଡାଙ୍କ ନିଦ୍ଦେର୍ଶରେ ଚାନ୍ଦିପୁର ଓ ଓୌପଦା ବନ ବିଭିଗର ମିଳିତ ଭାବେ ସିମୁଳିଆ ଥାନା ବଣାଠାରେ ଥିବା ବେଆଇନ କରତକଳ ଉପରେ ଚଢାଉ କରାଯାଇଛି । ଚଢାଉରେ ଲକ୍ଷାଧତ୍କ ଟଙ୍କାର ମୂଲ୍ୟବାନ କାଠ ସହିତ ଯତ୍ରାଂଶକୁ ଜବତ ହୋଇଛି। ତେବେ ଘଟଣାସ୍ଥଳରୁ ମାଲିକ ଫେରାର ହୋଇଯାଇଥିବା ସୁଚନା ମିଳିଛି । ସିମୁଳିଆ ଓ ଖଇରା ଅଚଂଳର ବେଆଇନ କରତକଳ ଖୁଲୁମ ଖୋଲା ଚାଲୁଥିବା ନେଇ ବାରମ୍ବାର ଅଭିଯୋଗ ହୋଇଆସୁଥିଲା ।
Related Posts
ପାଖରେ ନଥିଲା ସମ୍ୱଳ, ୪୦ କିଲୋମିଟର ମୃତଦେହ ଧରି ଚାଲିଲେ ସ୍ୱାମୀ
9 February 2023
ଝାରସୁଗୁଡ଼ା ଯିବେ ମୁଖ୍ୟମନ୍ତ୍ରୀ, ନବ ଦାସଙ୍କ ଦ୍ବାଦଶାହରେ ଯୋଗଦେବେ
9 February 2023