ବେଆଇନ କାଠ ମିଲ୍‌ରେ ବନ ବିଭାଗର ଚଢ଼ାଉ, ଯନ୍ତ୍ରାଂଶ ଓ କାଠ ଜବତ

Published By : Prameya-News7 Bureau | February 29, 2024 IST

ଭଦ୍ରକ ୨: ଭଦ୍ରକ ଜିଲ୍ଲାରେ ବେଆଇନ କାଠ ମିଲ୍‌ରେ ଚଢ଼ାଉ । ବେଆଇନ କାଠ ମିଲ୍‌ରେ ଚଢ଼ାଉ କରିଛି ବନ ବିଭାଗ ।

{"id":915193,"sizeSlug":"full","linkDestination":"none"}

ତେବେ ଏହି କାଠ ମିଲ୍‌ଟି ବେଆଇନ ଭାବେ ଦୀର୍ଘ ଦିନ ଧରି ଚାଲୁଥିବା ସୂଚନା ମିଳିଛି । ବନ ବିଭାଗ ଖବର ପାଇବା ପରେ ଚଢ଼ାଉ ଆରମ୍ଭ କରିଥିଲା । କାଠ ମିଲ୍‌ରେ କାଗଜପତ୍ର ଯାଞ୍ଚ କରିଛି । କେତେ ପରିମାଣର କାଠ ରହିଛି ସେ ନେଇ ମଧ୍ୟ ଯାଞ୍ଚ ହେଉଛି । କାଠ ମିଲ୍‌ର ଯନ୍ତ୍ରାଂଶ ଓ କାଠକୁ ଜବତ କରାଯାଇପାରେ ବୋଲି ସୂଚନା ମିଳିଛି ।

You Can Read :

wp:embed {"url":"https://www.prameyanews7.com/three-persons-killed-after-bike-collides-head-on-with-scooty-in-mayurbhanj/","type":"wp-embed","providerNameSlug":"prameya-news-7"}
https://www.prameyanews7.com/three-persons-killed-after-bike-collides-head-on-with-scooty-in-mayurbhanj/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.