ବନ ବିଭାଗ ଚଢ଼ଉ: ୧୩ କିଲୋ ବାରହା ମାଂସ ଜବତ; ୨ ଗିରଫ
7/12/2022 at 9:11 PM

ସାନଖେମୁଣ୍ଡି ୦୭/୧୨: ବାରହା ମାଂସ ବିକ୍ରି ବେଳେ ବନ ବିଭାଗ ଚଢ଼ଉ। ଘଟଣାସ୍ଥଳରୁ ୧୩ କିଲୋ ମାଂସ, ୨ଟି ମାଂସ କଟା ଛୁରି ଜବତ ହୋଇଛି। ଏପରି ଘଟଣା ଦିଗପହଣ୍ଡି ରେଞ୍ଜ ପାଟପୁର ସେକ୍ସନ ଭାଲୁପଲ୍ଲୀ ପାଖରେ ଦେଖିବାକୁ ମିଳିଛି। ଏହି ଅଭିଯୋଗରେ ବନ ବିଭାଗ ୨ ଅଭିଯୁକ୍ତଙ୍କୁ ଗିରଫ କରିଛି। ଅଭିଯୁକ୍ତଙ୍କ ପରିଚୟ ପାଟପୁର ଥାନା ଭାଲୁପଲ୍ଲୀର ଦୟାନୀଧି ମଲ୍ଲିକ, ଓ ପୁରସ୍ତମ ମଲ୍ଲିକ। ଏନେଇ ଅଧିକ ଜାଣିବା ପାଇଁ ବନ ବିଭାଗ ତଦନ୍ତ ଆରମ୍ଭ କରିଛି।
Related Posts
ପଂଚାୟତ ନିର୍ବାହୀ ଅଧିକାରୀଙ୍କ କଳାକାରନାମା, ବଞ୍ଚି ଥାଉ ଥାଉ ମାରିଦେଲେ
31 January 2023