ଶ୍ରୀକ୍ଷେତ୍ରରେ ନିଆରା ଦୃଶ୍ୟ, ବଡବଡୁଆ ଡାକି କାଉଁରିଆ କାଠି ଜାଳିଲେ ବିଦେଶୀ ପର୍ଯ୍ୟଟକ

ପୁରୀ ୧୨।୧୧ : ଶ୍ରୀକ୍ଷେତ୍ରରେ ନିଆରା ଦୃଶ୍ୟ। ଶ୍ରୀମନ୍ଦିର ସିଂହଦ୍ୱାର ନିକଟରେ ବଡବଡୁଆ ଡାକି କାଉଁରିଆ କାଠି ଜାଳିଲେ ବିଦେଶୀ ପର୍ଯ୍ୟଟକ। ଯାହାକି ବେଶ୍ ଚର୍ଚ୍ଚାର ବିଷୟ ହୋଇଥିବା ବେଳେ ଭାରତୀୟ ସଂସ୍କୃତି ପ୍ରତି ସାରା ବିଶ୍ଵରେ କିଭଳି ଆଦର ବଢ଼ୁଛି ତାହା ଏକ ପ୍ରକାର ପ୍ରମାଣ ହୋଇଛି। ତେବେ ଆଜି ପୟାଶ୍ରାଦ୍ଧ ଅବସରରେ ହଜାର ହଜାର ଭକ୍ତ ନିଜ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ଶ୍ରାଦ୍ଧ ଦେବା ସହ କାଉଁରିଆ କାଠି ଜାଳି ବଡବଡୁଆ ଡାକିଛନ୍ତି। ଏହି ଦୃଶ୍ୟ … Continue reading ଶ୍ରୀକ୍ଷେତ୍ରରେ ନିଆରା ଦୃଶ୍ୟ, ବଡବଡୁଆ ଡାକି କାଉଁରିଆ କାଠି ଜାଳିଲେ ବିଦେଶୀ ପର୍ଯ୍ୟଟକ