Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • ଭୁବନେଶ୍ୱର : ଆସୁଛି ଆଉ ଏକ ପଶ୍ଚିମା ଝଡ଼, ୩୧ ଯାଏଁ ବର୍ଷିବ
  • ||

ହୋଲି ପାଇଁ ରାଜଧାନୀରେ ବନ୍ଦ ରହିବ ସମସ୍ତ ମଦ ଦୋକାନ

7/03/2023 at 6:09 PM

ଭୁବନେଶ୍ୱର ୦୭/୦୩: ରାଜଧାନୀରେ ବୁଧବାର ବା ଆସନ୍ତାକାଲି ହୋଲି ପାଇଁ ସମସ୍ତ ମଦ ଦୋକାନ ବନ୍ଦ ରହିବ। ଏନେଇ ଭୁବନେଶ୍ୱର ଅବାକାରୀ ଜିଲ୍ଲା ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି। ଏହି କାରଣରୁ ଭୁବନେଶ୍ୱରର ବିଭିନ୍ନ ହୋଟେଲ୍‌, ରେଷ୍ଟୁରାଣ୍ଟ, ବିଏର୍‌ ବାର୍‌ ତ୍ୟାଦି ବନ୍ଦ ରହିବ। ଏହା ସହିତ ସହରର ସମସ୍ତ ଭାଙ୍ଗ ଦୋକାନ ମଧ୍ୟ ବନ୍ଦ ରହିବ। ଅପରାହ୍ଣ ୪ଟା ପର୍ଯ୍ୟନ୍ତ ଏହି କଟକଣା ଲାଗୁ ହେବ ବୋଲି ବିଭାଗୀୟ ବିଜ୍ଞପ୍ତି ଜାରି କରାଯାଇଛି।

   Related Posts