ବାଲେଶ୍ବର ୧୯।୭: ବାଲେଶ୍ବର ଏଫ୍ଏମ୍ ଛାତ୍ରୀ ମୃତ୍ୟୁ ଘଟଣାରେ ତଦନ୍ତ ପରିସରଭୁକ୍ତ ହେଲେ ଆଡିସନାଲ ଏସ୍ପି ଓ ଆଇଆଇସି ।ଫକୀରମୋହନ କଲେଜ ଛାତ୍ରୀ ମୃତ୍ୟୁ ଘଟଣାରେ ତଦନ୍ତ ପାଇଁ ପହଞ୍ଚିଥିଲେ ଉଚ୍ଚଶିକ୍ଷା ବିଭାଗ ଟିମ୍ । ଏହି ଘଟଣାରେ ଉଚ୍ଚଶିକ୍ଷା ବିଭାଗ ତଦନ୍ତ କରୁଥିବା ବେଳେ ମହାବିଦ୍ୟାଳୟ କ୍ୟାମ୍ପସରେ ପହଞ୍ଚିଥିଲେ ଆଡିସନାଲ ଏସ୍ପି ନିରଞ୍ଜନ ବେହେରା ଓ ସହଦେବଖୁଣ୍ଟା ଆଇଆଇସି ଅଜୟ କୁମାର ମୁର୍ମୁ । ଏହି ଦୁଇ ଜଣ ପୋଲିସ ଅଫିସରଙ୍କୁ ପଚରାଉଚରା କରିଛି ଉଚ୍ଚ ଶିକ୍ଷା ବିଭାଗ ଟିମ୍ ।
You Can Read:
ବଳଙ୍ଗାରେ ନାବାଳିକା ପୋଡ଼ି ଘଟଣା : ଘଟଣାସ୍ଥଳରୁ ୨ଟି ଅଧା କିରୋସିନ ବୋତଲ ଓ ଦିଆସିଲ ଜବତ