ଚିଟଫଣ୍ଡ ଠକେଇ ଅଭିଯୋଗରେ ଫ୍ଲୋରିସ ଇଣ୍ଡିଆ କମ୍ପାନୀର ମ୍ୟାନେଜର ଗିରଫ
5/10/2018 at 12:15 PM

ଅନୁଗୁଳ ୫/୧୦ : ଚିଟଫଣ୍ଡ ଠକେଇ ଅଭିଯୋଗରେ ଆଉ ଜଣେ ଗିରଫ | ପାଲଲହଡା ପୋଲିସ ପ୍ଲରିସ ଇଣ୍ଡିଆ ର ପାଲଲହଡା ଶାଖାର ମ୍ୟାନେଜରକୁ ଗିରଫ କରିଛି। ପାଲଲହଡା ପଵିତ୍ରପୁର ପଂଚାୟତର ବଡ଼ବାଗଦରି ଗାଁରୁ ଗିରଫ କରିଛି । ସେ ହେଲେ ପୁରୁଷୋତ୍ତମ ସାହୁ । ୨୦୧୩ ମସିହାରୁ ତାଙ୍କ ନାଁରେ ଚିଟ ଫଣ୍ଡ ଟଙ୍କା ହଡପ କରିଥିବା ଅଭିଯୋଗ ହୋଇଥିଲା । ପାଖାପାଖି ୧ କୋଟି ଟଙ୍କା ପାଲଲହଡା ଅଂଚଳରୁ ସଂଗ୍ରହ କରିଥିଲେ । ଆଜି ପୋଲିସ ତାକୁ ଗିରଫ କରି ତଦନ୍ତ ଆରମ୍ଭ କରିଛି।
Related Posts
ପୋଲିସକୁ ସଫଳତା: ଚୋରାଚାଲାଣ ବେଳେ ଗଞ୍ଜେଇ ଜବତ, ୨ ଗିରଫ
4 December 2023