Showcase2022
Showcase2022
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର: ‘ମାଣ୍ଡସ୍’ ପ୍ରଭାବ, ଦକ୍ଷିଣ ଓଡ଼ିଶାର ବିଭିନ୍ନ ସ୍ଥାନରେ ବର୍ଷା
  • ||
  • ନୟାଗଡ: ଫତେଗଡ ଥାନା ପୋଲିସକୁ ସଫଳତା, ଧରାପଡିଲେ ଦୁଇ ଆନ୍ତରାଜ୍ୟ ଲୁଟେରା
  • ||
  • ଭୁବନେଶ୍ୱର: ରିମାଣ୍ଡର ୬ ଦିନ ପରେ ବି ମୁହଁ ଖୋଲୁନାହାଁନ୍ତି ଅର୍ଚ୍ଚନା, ପଚାରି ପଚାରି ହାଲିଆ ଇଡି
  • ||

ଲଗାଣ ବର୍ଷାରେ ବେହାଲ ଭଦ୍ରକ ସହର, ସାଲନ୍ଦୀ ଫାଣ୍ଡିରେ ପଶିଲା ପାଣି

5/10/2022 at 2:39 PM

ଭଦ୍ରକ ୦୫।୧୦ : ଲଗାଣ ବର୍ଷାରେ ବେହାଲ ଭଦ୍ରକ ସହର। ବର୍ଷା ଜଳରେ ବୁଡ଼ିଲା ପୋଲିସ ଫାଣ୍ଡି । ଭିତରେ ଅଣ୍ଟାଏ ପାଣି ଚାଲୁଥିବାରୁ ପୋଲିସ କର୍ମଚାରୀଙ୍କ ଜିନିଷ ପତ୍ର ସମେତ ବିଭିନ୍ନ ଅଫିସ କାଗଜ ପତ୍ର ପାଣିରେ ଭାସୁଥିବାର ଦୃଶ୍ୟ ଦେଖିବାକୁ ମିଳିଛି । ଭଦ୍ରକ ସହର ବନ୍ତ ଛକ ନିକଟରେ ଥିବା ସାଳନ୍ଦୀ ଫାଣ୍ଡି ପରିସରରେ ବର୍ଷା ଜଳ ଲହଡି ଭାଙ୍ଗୁଥିବାର ଦେଖିବାକୁ ମିଳିଛି । ଲଘୁଚାପ ଜନିତ ଲଗାଣ ବର୍ଷା ଭଦ୍ରକରେ ଜାରି ରହିଥିବାରୁ ଜନ ଜୀବନ ଅସ୍ତବ୍ୟସ୍ତ ହୋଇ ପଡ଼ିଥିବା ବେଳେ ଦଶହରା ପୁରା ଫିକା ପଡିଛି ।

   Related Posts