ଲଗାଣ ବର୍ଷା ଯୋଗୁଁ ଗଞ୍ଜାମ ଖଲ୍ଲିକୋଟରେ ବନ୍ୟା ପରିସ୍ଥିତି ; ଅନେକ ଗାଁ ପାଣି ଘେରରେ
12/10/2018 at 9:38 AM

ଗଞ୍ଜାମ ୧୨|୧୦: ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟରେ ବନ୍ୟା ସ୍ଥିତି ସୃଷ୍ଟି ହୋଇଛି । ପାଣି ଘେରରେ ଅଛନ୍ତି ବିଭିନ୍ନ ଅଞ୍ଚଳ ବାସିନ୍ଦା । ଛତ୍ରପୁର ବ୍ଲକର ବଡମାଧପୁର, କୋଟଲାମପୁର, କରପଡା ପଞ୍ଚାୟତ ଅନେକ ଅଞ୍ଚଳ ଜଳମଗ୍ନ ହୋଇଛି । ପାଣି ଘେରରେ ରହିଛି ଶତାଧିକ ଗାଁ । ପାଣି ଜମିରହିଥିବାରୁ ଛତ୍ରପୁର-ବଡମାଧପୁରକୁ ଯୋଗାଯୋଗ ବିଚ୍ଛିନ୍ନ ହେ।ଇଛି । ଘରେ ପାଣି ପଶିଯାଇଥିବାରି ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।
Related Posts
ଦୁଇ ବାଇକ୍ ଧକ୍କା; ୨ ମୃତ ୩ ଗୁରୁତର
28 January 2023