ଚାନ୍ଦବାଲି ବ୍ଲକର ବିଭିନ୍ନ ଅଞ୍ଚଳରେ ପଶିଛି ବୈତରଣୀ ବନ୍ୟା ପାଣି
8/09/2018 at 11:38 AM

ଭଦ୍ରକ ୮|୯: ବୈତରଣୀ ବନ୍ୟା ପାଣି ଚାନ୍ଦବାଲି ବ୍ଳକର ବିଭିନ୍ନ ଅଞ୍ଚଳରେ ପଶିଛି । ଆରଡ଼ି , ଓଳଗ, ନାନ୍ଦପୁର ଓ ସୁନ୍ଦରପୁର ପଞ୍ଚାୟତର ପ୍ରବାହିତ ହୋଇ ୨୪ଗଁ।କୁ ପଶିଛି । ସୁନ୍ଦରପୁର ପଞ୍ଚାୟତର ବୋଡ଼କ ଓ ସାଠିବାଙ୍କୁଡ଼। ଗଁ। ବାହ୍ୟଜଗତର ବିଛିନ୍ନ ହୋଇଯାଇଛି । ଭଦ୍ରକ- ଆରଡ଼ି ମୁଖ୍ୟ ରାସ୍ତା ଉପରେ ୨ଫୁଟ ଉପରେ ପାଣି ପ୍ରବାହିତ ହେଉଛି । ତଳିଆ ଗଁ। ମାନଙ୍କରେ ଏବେ ଛନକା ପଶିଛି । ଏବେ ଭଦ୍ରକ – ଆରଡ଼ି ମୁଖ୍ୟ ରାସ୍ତାରେ ଯାନବାହନ ଚଳାଚଳ ଠପ ହୋଇଯାଇଛି । ଚାନ୍ଦବାଲି ବ୍ଳକର ବନ୍ୟା ବିପନ୍ନ ଗଁ। ମାନଙ୍କରେ ପ୍ରଶାସନିକ ଅଧତ୍କାରୀ ମାନେ ପହଞ୍ଚ ପାରି ନଥିବାରୁ ଅସନ୍ତୋଷ ପ୍ରକାଶ ପାଇଛି ।
Related Posts
ବିପୁଳ ପରିମାଣର ଗଞ୍ଜେଇ ଜବତ; ୪ ଚୋରା ଚାଲାଣକାରୀ ଗିରଫ
5 July 2022