ଆସିକାରେ ବନ୍ୟା ସ୍ଥିତି ସଙ୍ଗୀନ ; ଜଳବନ୍ଦୀ ଅବସ୍ଥାରେ ରହିଛନ୍ତି ଅନେକ ଲୋକେ
13/10/2018 at 9:38 AM

ଗଞ୍ଜାମ ୧୩|୧୦: ‘ତିତଲି’ ବାତ୍ୟା ପରେ ଗଞ୍ଜାମ ଜିଲ୍ଲାକୁ ଗ୍ରାସ କରିଛି ଭୟଙ୍କର ବନ୍ୟା । ଜିଲ୍ଲାର ଶେରଗଡ, ଧରାକେ।ଟ, ଆସିକା, ଭଞ୍ଜନଗର, ବେଲଗୁଣ୍ଠା, କବିସୂର୍ଯ୍ୟନଗର ଓ ହିଞ୍ଜିଳିରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଜିଲ୍ଲାର ୭ଟି ବ୍ଲକ୍ ବିଶେଷ ଭାବେ ପ୍ରଭାବତି ହୋଇଛି । ଆସିକାରେ ବନ୍ୟା ସ୍ଥିତି ସଙ୍ଗୀନ ହୋଇଛି । ଅନେକ ଲେ।କେ ଜଳବନ୍ଦୀ ଅବସ୍ଥାରେ ରହିଛନ୍ତି। ଆସିକା ଏନଏସିର ୧୮ଟି ୱାର୍ଡ ସମେତ ଆସିକା ବ୍ଳକର ଅନେକ ଅଞ୍ଚଳରେ ବନ୍ୟାପାଣି ପଶିଛି । ସହରର ଥାନା, ବ୍ଲକ୍ କାର୍ଯ୍ୟାଳୟ, ତହସିଲ ଅଫିସ, କେ।ର୍ଟ, ଗେ।ଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର, ଜନସ୍ବାସ୍ଥ୍ୟ କାର୍ଯ୍ୟାଳୟରେ ମଧ୍ୟ ବନ୍ୟାଜଳ ପଶିଛି ।
Related Posts
ସ୍ତ୍ରୀ ହତ୍ୟାକାରୀ ସ୍ୱାମୀକୁ ଆଜୀବନ କାରାଦଣ୍ଡ ଦେଲେ ଅଦାଲତ
31 January 2023
ଟ୍ୟୁସନ୍ ଶିକ୍ଷକଙ୍କ ମୃତ୍ୟୁ ଖବର ପାଇ ଆତ୍ମହତ୍ୟା କଲେ ଛାତ୍ରୀ
31 January 2023