AKK 2023
Hari omm 2
AKK2023
hari om films
WEB_F-8
HARI-OMM_728X90_B
WEB_F-9
Showcase2022
hari om films
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଝାରସୁଗୁଡାରେ କ୍ରାଇମବ୍ରାଞ୍ଚ ତନାଘନା, ଗୁଳିମାଡ଼ ସ୍ଥାନରେ ମେଟାଲ ଡିଟେକ୍ଟର ଯାଞ୍ଚ
  • ||
  • କଟକ: ସବ ରେଜିଷ୍ଟ୍ରାର ଅଫିସରେ ଅଗ୍ନିକାଣ୍ଡ, ରେକର୍ଡ ରୁମ୍‌ରେ ଲାଗିଲା ନିଆଁ
  • ||
  • ଭୁବନେଶ୍ୱର: ଜେଲ୍‌ରେ ପରୀକ୍ଷା ଦେବେ ଅର୍ଚ୍ଚନା, ଅନୁମତି ଦେଇଥିଲେ କୋର୍ଟ
  • ||

ଆସିକାରେ ବନ୍ୟା ସ୍ଥିତି ସଙ୍ଗୀନ ; ଜଳବନ୍ଦୀ ଅବସ୍ଥାରେ ରହିଛନ୍ତି ଅନେକ ଲୋକେ

13/10/2018 at 9:38 AM

ଗଞ୍ଜାମ ୧୩|୧୦: ‘ତିତଲି’ ବାତ୍ୟା ପରେ ଗଞ୍ଜାମ ଜିଲ୍ଲାକୁ ଗ୍ରାସ କରିଛି ଭୟଙ୍କର ବନ୍ୟା । ଜିଲ୍ଲାର ଶେରଗଡ, ଧରାକେ।ଟ, ଆସିକା, ଭଞ୍ଜନଗର, ବେଲଗୁଣ୍ଠା, କବିସୂର୍ଯ୍ୟନଗର ଓ ହିଞ୍ଜିଳିରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଜିଲ୍ଲାର ୭ଟି ବ୍ଲକ୍ ବିଶେଷ ଭାବେ ପ୍ରଭାବତି ହୋଇଛି । ଆସିକାରେ ବନ୍ୟା ସ୍ଥିତି ସଙ୍ଗୀନ ହୋଇଛି । ଅନେକ ଲେ।କେ ଜଳବନ୍ଦୀ ଅବସ୍ଥାରେ ରହିଛନ୍ତି। ଆସିକା ଏନଏସିର ୧୮ଟି ୱାର୍ଡ ସମେତ ଆସିକା ବ୍ଳକର ଅନେକ ଅଞ୍ଚଳରେ ବନ୍ୟାପାଣି ପଶିଛି । ସହରର ଥାନା, ବ୍ଲକ୍ କାର୍ଯ୍ୟାଳୟ, ତହସିଲ ଅଫିସ, କେ।ର୍ଟ, ଗେ।ଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର, ଜନସ୍ବାସ୍ଥ୍ୟ କାର୍ଯ୍ୟାଳୟରେ ମଧ୍ୟ ବନ୍ୟାଜଳ ପଶିଛି ।

   Related Posts